ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ୪ଟି ଦେଶର ମହାକାଶଚାରୀ ।ନାସାର SpaceX Crew-7ରେ ସେମାନେ ଅନ୍ତରୀକ୍ଷକୁ ଯାଇଛନ୍ତି । ଆଜି ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଡ୍ରାଗନ ସ୍ପେସକ୍ରାଫ୍ଟକୁ ସାଙ୍ଗରେ ନେଇ ଯାଇଛି SpaceX ଫାଲକନ୍ ୯ ରକେଟ । ଆଜି ଏହାର ସଫଳ ଉତକ୍ଷେପଣ କରାଯାଇଛି ।
ଆସନ୍ତାକାଲି ସେମାନେ ଅନ୍ତର୍ଜାତୀୟ ସ୍ପେସ ସେଣ୍ଟରରେ ପହଞ୍ଚିବ । ୪ଜଣଙ୍କ ଭିତରେ ଅଛନ୍ତି ନାସା ସମେତ ଜାପାନ, ରୁଷିଆ ଓ ୟୁରୋପିଆନ୍ ସ୍ପେସ ଏଜେନ୍ସୀର ମହାକାଶଚାରୀ । ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୦୦ରୁ ଅଧିକ ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷାନିରୀକ୍ଷା କରିବେ । ବିଶେଷ କରି ଚନ୍ଦ୍ର, ମଙ୍ଗଳ ମିଶନ ପାଇଁ ଗବେଷଣା କରିବେ ୪ ମହାକାଶଚାରୀ । ଏହା ହେଉଛି ନାସାର ସପ୍ତମ କମର୍ସିଆଲ୍ କ୍ରିଉ ରୋଟେସନ୍ ମିଶ
ମେଷ: ଆଜି ନିଜକୁ ଶକ୍ତିବାନ୍ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…
ଭୁବନେଶ୍ୱର(କେନ୍ୟୁଜ୍): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…
ଭୁବନେଶ୍ୱର(କେନ୍ୟୁଜ୍): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…
ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…
ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…
ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…