ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ୪ ଦେଶର ମହାକାଶଚାରୀ, ଚନ୍ଦ୍ର, ମଙ୍ଗଳ ପାଇଁ ଗବେଷଣା କରିବେ

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ୪ଟି ଦେଶର ମହାକାଶଚାରୀ ।ନାସାର SpaceX Crew-7ରେ ସେମାନେ ଅନ୍ତରୀକ୍ଷକୁ ଯାଇଛନ୍ତି । ଆଜି ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଡ୍ରାଗନ ସ୍ପେସକ୍ରାଫ୍ଟକୁ ସାଙ୍ଗରେ ନେଇ ଯାଇଛି SpaceX ଫାଲକନ୍ ୯ ରକେଟ । ଆଜି ଏହାର ସଫଳ ଉତକ୍ଷେପଣ କରାଯାଇଛି ।

ଆସନ୍ତାକାଲି ସେମାନେ ଅନ୍ତର୍ଜାତୀୟ ସ୍ପେସ ସେଣ୍ଟରରେ ପହଞ୍ଚିବ । ୪ଜଣଙ୍କ ଭିତରେ ଅଛନ୍ତି ନାସା ସମେତ ଜାପାନ, ରୁଷିଆ ଓ ୟୁରୋପିଆନ୍ ସ୍ପେସ ଏଜେନ୍ସୀର ମହାକାଶଚାରୀ । ସେମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୨୦୦ରୁ ଅଧିକ ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷାନିରୀକ୍ଷା କରିବେ । ବିଶେଷ କରି ଚନ୍ଦ୍ର, ମଙ୍ଗଳ ମିଶନ ପାଇଁ ଗବେଷଣା କରିବେ ୪ ମହାକାଶଚାରୀ । ଏହା ହେଉଛି ନାସାର ସପ୍ତମ କମର୍ସିଆଲ୍ କ୍ରିଉ ରୋଟେସନ୍ ମିଶ

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.