ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପ୍ ଜାଭେଲିନ୍ ଥ୍ରୋର ଆସନ୍ତାକାଲି ଫାଇନାଲ୍ ମୁକାବିଲା, ମେଡାଲ ପାଇଁ ଲଢ଼ିବେ ୩ ଭାରତୀୟ

ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପ୍ ଜାଭେଲିନ୍ ଥ୍ରୋର ଆସନ୍ତାକାଲି ଫାଇନାଲ୍ ମୁକାବିଲା । ମେଡାଲ ପାଇଁ ଲଢ଼ିବେ ୩ ଭାରତୀୟ ।

ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପ୍ ଜାଭେଲିନ୍ ଥ୍ରୋର ଆସନ୍ତାକାଲି ଫାଇନାଲ୍ ମୁକାବିଲା । ମେଡାଲ ପାଇଁ ଲଢ଼ିବେ ୩ ଭାରତୀୟ । ଏମାନଙ୍କ ଭିତରେ ଅଛନ୍ତି ଓଡ଼ିଆ ଆଥଲେଟ୍ କିଶୋର ଜେନା । ତାଙ୍କ ସହ ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ସହ ଡିପି ମନୁ ବି ଅଛନ୍ତି । କିଶୋରଙ୍କ ଘର ବ୍ରହ୍ମଗିରିର କୋଠସାହିରେ ଖୁସିର ମାହୋଲ । ପରିବାର ଓ ଗାଁ ଲୋକ ମାଟି ପୁଅର ସଫଳତା ମନାସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.