୧୪ ଦିନ କ୍ୱାରେଣ୍ଟାଇନ୍ ପରେ ମଧ୍ୟ କେତେକ କରୋନା ସଂକ୍ରମିତଙ୍କ ଠାରେ ଭାଇରସ୍ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଏହି ଗବେଷଣା କାମ୍ବ୍ରିଜ୍ ୟୁନିଭରସିଟିର ଇନ୍ଫେକ୍ସନ୍ କଣ୍ଟ୍ରୋଲ୍ ହସ୍ପିଟାଲର ଗବେଷକମାନେ ପ୍ରକାଶ କରିଛନ୍ତି ।
ଗବେଷକମାନେ ଜାନୁଆରୀ ୨୦ ତାରିଖରୁ ଫେବ୍ରୁଆରୀ ୧୨ ମଧ୍ୟରେ ପ୍ରାୟ ୧୭୫ଟି ମାମଲା ଉପରେ ଗବେଷଣା କରି ଏହି ନିଷ୍କର୍ସରେ ପହଞ୍ଚିଛନ୍ତି । ଚୀନ୍ ଅଞ୍ଚଳରୁ ଆସିଥିବା ଓ ସେମାନଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଏଭଳି ଦୁଇ ଗ୍ରୁପ୍ରର ରୋଗୀଙ୍କ ଉପରେ ଏହି ଗବେଷକମାନେ ଗବେଷଣା କରିଥିଲେ ।
ଯେଉଁମାନଙ୍କର ହାରାହାରି ବୟସ ଥିଲା ୪୧.୨ ବର୍ଷ । ଗବେଷକମାନେ ଆହୁରି ଜାଣିବାକୁ ପାଇଥିଲେ ଯେ ଦୁଇ ଗ୍ରୁପ୍ ରୋଗୀଙ୍କର ଚରିତ୍ର ପ୍ରାୟ ସମାନ ରହିଥିଲା ।
ଚୀନ ଅଞ୍ଚଳରୁ ଆସିଥିବା ଗ୍ରୁପ୍ର ସଂକ୍ରମଣ ସମୟ ୧୭.୧ ଦିନ ଥିବା ବେଳେ ସଂକ୍ରମିତ ଗ୍ରୁପ୍ର ସମୟ ୧୨.୧ ଦିନ ରହିଥିବା ଗବେଷକମାନେ ପ୍ରକାଶ କରିଥିଲେ ।
ତେଣୁ ସଂକ୍ରମିତଙ୍କ ଠାରେ ଭାଇରସ୍ ରହିବାର ସମୟ ସୀମା ଯାହା ୧୪ ଦିନ ବୋଲି କୁହାଯାଉଥିଲା ତାହା ଠିକ୍ ନୁହେଁ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…