କେନ୍ୟୁଜ୍(ବ୍ୟୁରୋ):ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ କର୍ଫ୍ୟୁ। ରାଜ୍ୟରେ ଓମିକ୍ରନ ଭାରିଆଣ୍ଟର ଭୟାବହତା ସହ ବଡ଼ଦିନ ଓ ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ତତ୍କାଳ ନାଇଟ କର୍ଫ୍ୟୁ ଲାଗୁ କଲେ ଉଦ୍ଧବ ସରକାର। ରାତି ୯ଟାରୁ ସକାଳ ୬ଟା ମଧ୍ୟରେ ଲାଗୁ ହେବ କଟକଣା। ଏହି ସମୟ ମଧ୍ୟରେ ୫ଜଣରୁ ଅଧିକ ଏକତ୍ରିତ ହେବା ସଂପର୍ଣ୍ଣ ବାରଣ କରାଯାଇଛି। ଏହାକୁ ଆଜି ରାତିରୁ ଲାଗୁ କରାଯାଇଛି।
ବିବାହ ପାଇଁ ମଧ୍ୟ ଗାଇଡଲାଇନ ଜାରି ହୋଇଛି। ଇଣ୍ଡୋରରେ ବିବାହରେ ସର୍ବାଧିକ ଶହେ ଜଣ ଓ ସାଧାରଣ ସ୍ଥଳରେ ବିବାହରେ ସର୍ବାଧିକ ୨୫୦ ଲୋକଙ୍କୁ ମିଳିବ ଅନୁମତି। ଏକତ୍ର ହେବା ସମୟରେ କୋଭିଡ ଗାଇଡଲାଇନ କଡ଼ାକଡ଼ି ପାଳନ ହେବ। ଜିମ୍, ସ୍ପା, ହୋଟେଲ, ଥିଏଟର ଆଦିରେ ୫୦ ପ୍ରତିଶତ କ୍ଷମତାକୁ ମିଳିବ ଅନୁମତି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…