ଦେଶ ବିଦେଶ

କୋଭିଡ୍‌ ଯୁଦ୍ଧରେ ବଡ଼ ସଫଳତା! ଏବେ ନିଃଶ୍ୱାସ ଯାଞ୍ଚରୁ ଚିହ୍ନଟ ହେବ କରୋନା; ୩ ମିନିଟ୍‌ରେ ମିଳିଯିବ ରେଜଲ୍ଟ

ବିଶ୍ୱରେ ଏବେ ପୁଣିଥରେ କରୋନା କାୟା ବିସ୍ତାର କରି ଚାଲିଛି, ଯାହାକୁ ନେଇ ବୈଜ୍ଞାନିକମାନେ ପରବର୍ତ୍ତୀ ଲହରକୁ ନେଇ ଭିନ୍ନ ଭିନ୍ନ ଆଶଙ୍କା ପ୍ରକାଶ କରୁଛନ୍ତି। ଏହାରି ଭିତରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ନିଃଶ୍ୱାସ ମାଧ୍ୟମରେ କୋଭିଡ୍‌-୧୯ର ପତ୍ତା ଲଗାଇବା ପାଇଁ ବ୍ରିଥ୍‌ଲାଇଜରକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛି। ଏହି ଡିଭାଇସ୍‌ ଦ୍ୱାରା ନିଃଶ୍ୱାସ ମାଧ୍ୟମରେ କୋଭିଡ୍‌-୧୯ର ପତ୍ତା ଲଗାଯାଇ ପାରିବ। ଉପକରଣର ନାମ ହେଉଛି ‘ଇନସ୍ପେକ୍ଟଆଇଆର୍‌ କୋଭିଡ୍‌-୧୯ ବ୍ରିଥ୍‌ଲାଇଜର’।

ଇନସ୍ପେକ୍ଟଆଇଆର୍‌ କୋଭିଡ୍‌-୧୯ ବ୍ରିଥ୍‌ଲାଇଜରର ପ୍ରୟୋଗ କ୍ଲିନିକ, ହସ୍ପିଟାଲ ଏବଂ ମୋବାଇଲ ସାଇଟ୍‌ ଭଳି ସ୍ଥାନଗୁଡ଼ିକରେ କୋଭିଡ୍‌ ଟେଷ୍ଟିଂ ପାଇଁ କରାଯାଇ ପାରିବ। ଏହାର ଯାଞ୍ଚ ରିପୋର୍ଟ ୩ ମିନିଟ୍‌ ଭିତରେ ଆସିଯିବ। ଯଦିଓ ଏହାର ବ୍ୟବହାର କେବଳ ଲାଇସେନ୍ସ ପ୍ରାପ୍ତ ହେଲ୍‌ଥ କେୟାର ପ୍ରୋଭାଇଡରର ତତ୍ତ୍ୱାବଧାନରେ ହିଁ ହୋଇ ପାରିବ।

FDAର ସେଣ୍ଟର ଫର୍‌ ଡିଭାଇସ୍‌ ଆଣ୍ଡ ରେଡିଓଲୋଜିକାଲ୍‌ ହେଲ୍‌ଥର ନିର୍ଦ୍ଦେଶକ ଜେଫ୍‌ ସୁରେନ କହିଛନ୍ତି, ଏହି ଡିଭାଇସ୍‌ କୋଭିଡ୍‌-୧୯ ଟେଷ୍ଟିଂରେ ଦ୍ରୁତ ଗତିରେ ହେଉଥିବା ଇନୋଭେସନର ଆଉ ଏକ ଉଦାହରଣ। ଏହାଦ୍ୱାରା କରୋନା ଭାଇରସ୍‌ ଟେଷ୍ଟିଂରେ ବହୁତ ସୁବିଧା ମିଳି ପାରିବ। ଏହି ଡିଭାଇସ୍‌ ପଜିଟିଭ ଟେଷ୍ଟ୍‍ ନମୁନାକୁ ଚିହ୍ନଟ କରିବାରେ ୯୧.୨ ପ୍ରତିଶତ ଏବଂ ନେଗେଟିଭ୍‌ ଟେଷ୍ଟ୍‍ ନମୁନାକୁ ଚିହ୍ନଟ କରିବାରେ ୯୯.୩ ପ୍ରତିଶତ ଫଳପ୍ରଦୀ ରହିଛି।

FDA ଆଶା କରିଛି ଯେ ଇନସ୍ପେକ୍ଟଆଇଆର୍‌ ପ୍ରତି ସପ୍ତାହରେ ପାଖାପାଖି ୧୦୦ ଉପକରଣ ଉତ୍ପାଦନ କରିବ, ଯାହାର ବ୍ୟବହାର ପ୍ରତିଦିନ ୧୬୦ ନମୁନା ଟେଷ୍ଟିଂ ପାଇଁ କରାଯାଇ ପାରିବ ଏବଂ ପ୍ରତି ମାସରେ ପାଖାପାଖି ୬୪,୦୦୦ ନମୁନା ଟେଷ୍ଟିଂ କ୍ଷମତା ସମ୍ଭବ ହୋଇ ପାରିବ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago