ବିରୋଧୀଙ୍କ ଫୋକସ କେବଳ ପରିବାର, ଦେଶ ନୁହେଁ । ସେମାନଙ୍କ ପାଇଁ ପରିବାର ପ୍ରଥମ, ଦେଶ କିଛି ନୁହେଁ । ବେଙ୍ଗାଳୁରୁରେ ବିରୋଧୀଙ୍କ ବୈଠକ ଚାଲିଥିବା ବେଳେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ କହିଛନ୍ତି, ଦୁର୍ନୀତି ବିରୋଧୀଙ୍କ ମୂଳ ଉଦ୍ଦେଶ୍ୟ । ଗଣତନ୍ତ୍ର ଅର୍ଥ, ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ୱାରା। ମାତ୍ର ବିରୋଧୀଙ୍କ ପାଇଁ ଏହାର ସଂଜ୍ଞା ବଦଳିଯାଇଛି । ସେମାନଙ୍କ ପାଇଁ ଗଣତନ୍ତ୍ରର ଅର୍ଥ, ପରିବାରର, ପରିବାର ପାଇଁ ଓ ପରିବାର ଦ୍ୱାରା । ପୋର୍ଟବ୍ଲେୟାରରେ ବୀର ସବରକର ଏୟାରପୋର୍ଟର ନୂଆ ଟର୍ମିନାଲ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…