ଦେଶ ବିଦେଶ

ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ

କେନ୍ଯୁଜ୍: ଆଜିଠାରୁ ଭାରତରେ ହେବ ଅକ୍ସଫୋର୍ଡ କୋଭିଡ୍‌ ଟିକା କୋଭିସିଲ୍‌ଡ୍‌ର ହ୍ୟୁମାନ୍‌ ଟ୍ରାଏଲ । ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରାଯିବ । ବିଭିନ୍ନ ଦେଶରେ ଏହି ଟିକାର ହ୍ୟୁମାନ ଟ୍ରାଏଲ ଚାଲିଛି । ସୂଚନା ଯୋଗ୍ଯ ଭାରତରେ ୧୭ଟି ସ୍ଥାନରେ ଏହାର ଟ୍ରାଏଲ ଚାଲିବ । ଭାରତୀୟ କମ୍ପାନୀ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଇଂଲଣ୍ଡର ଆଷ୍ଟ୍ରାଜେନକା ସହ ମିଶି ଏହି ଟିକା ଉତ୍ପାଦନ କରିବ । ପୂର୍ବରୁ ଦୁଇ ପର୍ଯ୍ୟାୟ ଟ୍ରାଏଲ ସଫଳ ହୋଇ ସାରିଛି । ଶେଷ ପର୍ଯ୍ୟାୟ ଟ୍ରାଏଲ ସଫଳ ହେବା ପରେ ଉତ୍ପାଦନ ଆରମ୍ଭ ହେବ ।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଟିକା ଆସିବ ବୋଲି ଆଶା କରାଯାଉଛି । ଏନେଇ ଟିକା ଦୌଡ଼ରେ ସବୁଠାରୁ ଆଗରେ ରହିଛି ଅକ୍ସଫୋର୍ଡ ଭ୍ୟାକ୍ସିନ୍‌ । ଭାରତର ନିଜସ୍ୱ ଦୁଇଟି ଟିକାର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ଚାଲିଛି । କୋଭାକ୍ସିନ ଓ ଜିକୋଭ୍‌ ଡି’ର ଦ୍ୱିତୀୟ ପର୍ଯ୍ୟାୟ ହ୍ୟୁମାନ୍‌ ଟ୍ରାଏଲ ଚାଲିଛି ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

4 hours ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

5 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

5 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

6 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

7 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

7 hours ago