ମସୁଦ ଆଜହରକୁ ଆତଙ୍କବାଦ ଘୋଷଣା ନେଇ ପ୍ରସ୍ତାବ , ଚାପରେ ନଇଁବ କି ପାକିସ୍ତାନ ?

ନୂଆଦିଲ୍ଲୀ(କେନ୍ୟୁଜ୍) : ପାକିସ୍ତାନ ଆତଙ୍କବାଦ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିପାରେ । ସୂଚନା ମୁତାବକ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ୍‌ ଆଜହାରକୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକାରେ ସାମିଲ ନେଇ ପାକିସ୍ତାନ ଆଉ ବିରୋଧ କରିନପାରେ । ଜାତିସଂଘରେ ପୂର୍ବରୁ ଆଜହାରକୁ ଆତଙ୍କବାଦୀ ଘୋଷଣା ନେଇ ଆଗତ ପ୍ରସ୍ତାବକୁ ପାକିସ୍ତାନ ବିରୋଧ କରୁଥିଲା ।

ଭିଟୋ ପ୍ରୟୋଗ କରୁଥିଲା ଚୀନ । ବର୍ତ୍ତମାନ କିନ୍ତୁ ଚାପ ବଢିଛି । ତେଣୁ ପାକିସ୍ତାନ ଜିଦ୍‌ରୁ ଓହରିପାରେ । ବର୍ତ୍ତମାନ ମଧ୍ୟ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ଆଜହାରକୁ ଆତଙ୍କବାଦୀ ଘୋଷଣା ପାଇଁ ନୂଆରେ ପ୍ରସ୍ତାବ ଆଣିଛନ୍ତି ।ସେପଟେ ଆଜହର ବର୍ତ୍ତମାନ ଅସୁସ୍ଥ ଅଛି । ଚଲାବୁଲା ଠିକ୍‌ରେ କରି ପାରୁନାହିଁ । ପାକିସ୍ତାନର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପାକିସ୍ତାନ ସ୍ପଷ୍ଟ କରି ସାରିଛି । ଗତକାଲି ଆଜହର ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ପରେ ଜଣାପଡିଲା ସେ ଜୀବିତ ଅଛି ।

KNews Bureau

Recent Posts

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

48 seconds ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

43 mins ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

45 mins ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

58 mins ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

1 hour ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

1 hour ago