କେନ୍ୟୁଜ୍ (ବ୍ୟୁରୋ): ଶକ୍ତି କ୍ଷେତ୍ରରେ ଆମେରିକା ଓ ଭାରତ ମଧ୍ୟରେ ସହଭାଗିତା ବଢିବ। ଏ ନେଇ ଆମେରିକାର ତୈଳ ଓ ଗ୍ୟାସ କ୍ଷେତ୍ରର ସିଇଓଙ୍କ ସହ ଗୋଲ ଟେବୁଲ ବୈଠକରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶକ୍ତି ସୁରକ୍ଷା ଓ ମିଳିତ ନିବେଶ କିଭଳି ବୃଦ୍ଧି ପାଇବ, ସେ ସଂପର୍କରେ ଆଲୋଚନା ହୋଇଛି। ବେଶ ଭଲ ଆଲୋଚନା ହୋଇଥିବା ବୈଠକ ଶେଷରେ କହିଛନ୍ତି ମୋଦି। ବିଶ୍ୱସ୍ତରୀୟ ୧୭ଟି ଶକ୍ତି କମ୍ପାନୀର ସିଇଓ ବୈଠକରେ ଯୋଗ ଦେଇଥିଲେ। ଏହି କମ୍ପାନୀମାନେ ୧୫୦ଟି ଦେଶରେ ୧ ଟ୍ରିଲିଅନ ଆମେରିକୀୟ ଡଲାରର ବ୍ୟବସାୟ କରୁଛନ୍ତି। ବୈଠକ ପରେ ଆମେରିକାର ଏକ ନାଚୁରାଲ ଗ୍ୟାସ କମ୍ପାନୀ ସହ ଭାରତର ପେଟ୍ରୋନେଟ୍ ଏଲଏନ୍ଜି ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର ହୋଇଥିଲା।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…