ଦେଶ ବିଦେଶ

କାରଗିଲ୍‌ରେ ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଖନ୍ତୁ ଫଟୋ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯବାନମାନଙ୍କ ସହ ଦୀପାବଳି ପାଳନ ପାଇଁ କାରଗିଲରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଯବାନମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ନିଜ ପରିବାରର ଅଂଶ ବୋଲି କହିଥିଲେ। ଦୀପାବଳି ଅବସରରେ କାରଗିଲରେ ପିଏମ୍‌ ମୋଦି ଅସ୍ତ୍ରଶସ୍ତ୍ର ବିଷୟରେ ଅଧିକ ଧାରଣା ନେଇଥିଲେ ଏବଂ ଯବାନମାନଙ୍କ ସହ ଆଗାମୀ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ।

photo: india tv

ଯବାନମାନଙ୍କ ସହ ଭେଟିବାକୁ ଆସିଥିବା ପିଏମ୍‌ ମୋଦି ବହୁତ ଶାନ୍ତ ଥିବାର ଦେଖାଯାଇଥିଲେ। ଏହି ସମୟରେ ସେ ଏକ କ୍ୟାପ୍‌ ପିନ୍ଧିଥିଲେ ଏବଂ ତାଙ୍କ ଆଖି ଉପରେ ଏକ କୁଲ୍‌ ଚଷମା ମଧ୍ୟ ଥିଲା।

photo: india tv

ମୋଦି କହିଛନ୍ତି କି, କାରଗିଲରେ ଆମ ସେନା ଆତଙ୍କର ଫଣାକୁ ଚକୁଟି ଥିଲା ଏବଂ ଦେଶର ଜିତ୍‌ରେ ଏମିତି ଦୀପାବଳି ପାଳନ ହୋଇଥିଲା କି, ଲୋକେ ଆଜି ମଧ୍ୟ ତାହାକୁ ମନେ ପକାଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାରଗିଲରେ ଯବାନମାନଙ୍କ ସହ ବନ୍ଦେ ମାତରମ୍‌ ମଧ୍ୟ ଗାଇଥିଲେ।

Roshni

Recent Posts

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

2 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

14 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

33 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

36 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

43 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

46 mins ago