ଦେଶ ବିଦେଶ

ଶ୍ରଦ୍ଧାଳୁ ଭର୍ତ୍ତି ଥିବା ବସରେ ପଶିଲା ବିଷାକ୍ତ ସାପ, ଜୀବନ ବଞ୍ଚାଇବାକୁ ଚିତ୍କାର କଲେ ଯାତ୍ରୀ

ଉତ୍ତରାଖଣ୍ଡ ନୈନିତାଲର କେଞ୍ଚିଧାମରେ ଶ୍ରଦ୍ଧାଳୁଙ୍କ ବସରେ ଏକ ବିଷାକ୍ତ ସାପ ପଶିବା ଫଳରେ ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୌଣସି ସାପଟିକୁ ବସ୍‌ରୁ ବାହାର କରିଛନ୍ତି।

କେଞ୍ଚିଧାମ ନୈନିତାଲ ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଅବସ୍ଥିତ। ଶ୍ରଦ୍ଧାଳୁ ଭର୍ତ୍ତି ହୋଇଥିବା ଏକ ବସ୍‌ କେଞ୍ଚିଧାମକୁ ଯାଉଥିବା ବେଳେ ଏକ ବିଷାକ୍ତ ସାପ ହଠାତ୍ ପ୍ରବେଶ କରିଥିଲା। ଯାତ୍ରୀମାନେ ସାପକୁ ଦେଖିବା ପରେ ଚିତ୍କାର କରିଥିଲେ । ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଚିତ୍କାର କରି ବସରୁ ଓହ୍ଲାଇ ପଡିଥିଲେ।

ଲୋକଙ୍କ ଚିତ୍କାର ଶୁଣି ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଏହା ପରେ ପାର୍କିଂରେ ଯାତ୍ରୀଙ୍କ ସୁରକ୍ଷା ତଥା ଯାତାୟାତକୁ ଦେଖି କୋଟୱାଲି ଭବାଲିରେ ପୋଷ୍ଟ ହୋଇଥିବା ହେଡ କନେଷ୍ଟବଳ ମହେନ୍ଦ୍ର ସିଂଙ୍କୁ ଡକାଯାଇଥିଲା । ସେ ସାପକୁ ବାହାର କରିଥିଲେ । ସାପଟି ବାହାରିବା ପରେ ଲୋକେ କନେଷ୍ଟବଳଙ୍କୁ କୃତଜ୍ଞତା ଜଣାଇବା ସହିତ ଆଶ୍ୱସ୍ତି ଅନୁଭବ କରିଥିଲେ ।

Swagatika

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

3 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

33 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

41 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago