ଜାମିଆ ହିଂସାକାଣ୍ଡର ଏଫଆଇଆର ଗ୍ରହଣ କରୁନି ପୋଲିସ, ଦିଲ୍ଲୀ ପୋଲିସ ବିରୋଧରେ କୋର୍ଟ ଯିବାକୁ କହିଲେ କୁଳପତି ନଜମା ଅଖତର

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହିଂସାକାଣ୍ଡ ଉପରେ ମୁହଁ ଖୋଲିଛନ୍ତି କୁଳପତି ନଜମା ଅଖତର । ହିଂସାକାଣ୍ଡ ଘଟଣାରେ ଏତଲା  ଦାୟର ହୋଇଛି । ହେଲେ ପୋଲିସ ଏପର୍ଯ୍ୟନ୍ତ ଏତଲା ଗ୍ରହଣ କରୁନାହିଁ । ପ୍ରଦର୍ଶନକାରୀ ଛାତ୍ରଙ୍କ ସହ ଆଲୋଚନା ବେଳେ ଭିସି ଭରସା ଦେଇଛନ୍ତି, ଦିଲ୍ଲୀ ପୋଲିସ ବିରୋଧରେ ଆମେ କୋର୍ଟ ଯିବୁ । ଏଥିସହ କିଛି ଛାତ୍ର ଦାବି କରିଛନ୍ତି, ସେମାନଙ୍କ ପରୀକ୍ଷାକୁ ୧୫ ଦିନ ମଧ୍ୟରେ ଶେଷ କରାଯାଉ ।

ଏନେଇ ବିଶ୍ୱବିଦ୍ୟାଳୟର ଭିସି ଛାତ୍ରଙ୍କୁ ଆଶ୍ୱସନା ଦେଇ କହିଛନ୍ତି ପରୀକ୍ଷାର ନୂଆ ତାରିଖ ଘୋଷଣା ହେବ । କିଭଳି ପରିସ୍ଥିତିରେ ପୋଲିସ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ପିଟିଲା, କାହିଁକି ଆପଣ ଆକ୍ସନ ନେଲେ ନାହିଁ ବୋଲି ଆନ୍ଦୋଳନରତ ଛାତ୍ରଙ୍କ ଜବାବର ପ୍ରତିକ୍ରିୟା ରଖି କହିଛନ୍ତି ଜାମିଆ ବିଶ୍ୱବିଦ୍ୟାଳୟ ଭିସି ।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

32 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

34 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

40 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

49 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

49 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago