ଦେଶ ବିଦେଶ

ଅନ୍ଧାରରେ ମାୟାବତୀ, ବିଦ୍ୟୁତ ବିଲ୍‌ ପୈଠ ନ କରିବାରୁ କଟାଗଲା ବିଜୁଳି

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀଙ୍କ ଘରର ସଦସ୍ୟଙ୍କୁ ଆଜି ସକାଳୁ ସକାଳୁ ବିଦ୍ୟୁତକାଟର ସମସ୍ୟାକୁ ସାମ୍ନା କରିବାକୁ ପଡିଛି। ଗ୍ରେଟର ନୋଏଡା ସ୍ଥିତ ବାଦଲପୁରରେ ଥିବା ତାଙ୍କ ଘରୁ ବିଦ୍ୟୁତ ବିଲ୍‌ ପଇଠ ନ କରିଥିବା କାରଣରୁ ବିଦ୍ୟୁତ କାଟ୍‌ କରାଯାଇଥିଲା।

ପ୍ରାୟ ୬୭,୦୦୦ ଟଙ୍କାର ବକେୟା ବିଲ ପୈଠ କରାଯାଇନଥିଲା ବିଦ୍ୟୁତ ବିଭାଗର ପ୍ରବକ୍ତାଙ୍କ କହିବାନୁଯାୟୀ ଏକ ରୁଟିନ୍‌ ଏକ୍ସରସାଇଜ୍‌ କରାଯାଉଥିଲା। ଯେଉଁଥିରେ ମାୟାବତୀଙ୍କର ବିଲ୍‌ ସାମିଲ ଥିଲା। ଏହାପରେ ମୟାବତୀଙ୍କ ପରିବାରର ସଦସ୍ୟ ତୁରନ୍ତ ୫୦,୦୦୦ଟଙ୍କା ପୈଠ କଲେ, ଯାହାପରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଗଲା।

ଲକ୍ଷ୍ନୌର ବିଦ୍ୟୁତ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି ଯେ ଏହି ଘଟଣାରେ କୌଣସି ରାଜନୀତି ନାହିଁ। ଏହା ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି। ଯେଉଁମାନେ ବିଲ୍‌ ପୈଠ କରିନାହାନ୍ତି, ସେମାନଙ୍କ ଘରୁ ବିଦ୍ୟୁତ ବିଲ୍‌ କଟାଯାଉଛି।

Pritiparna

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

47 seconds ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

9 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

25 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

58 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago