ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀ କିଛି ଶିଖ ଏହି ଷଣ୍ଢଠାରୁ…

ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ଲାଇମ୍‌ଲାଇଟ୍‌ଠାରୁ ଦୂରରେ ଅଛନ୍ତି। ସିନେମାଠୁ ଦୂରରେ ରହି ସେ ନିଜ ଜୀବନକୁ ଉପଭୋଗ କରୁଛନ୍ତି। ବଲିଉଡ୍‌ର ଏହି ଅଭିନେତ୍ରୀ ଖୁବ୍‌ କମ୍‌ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥାନ୍ତି। ଏଣୁ ତାଙ୍କ ଫଟୋ ଓ ଭିଡ଼ିଓ ଫ୍ୟାନ୍‌ମାନେ ବେଳେବେଳେ ଦେଖିବାର ସୁଯୋଗ ପାଇଥାନ୍ତି। ତେବେ ନିକଟରେ ପ୍ରୀତି ଜିଣ୍ଟା ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଲୋକଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରିବା ପାଇଁ ପ୍ରୀତି ଏହି ଭିଡିଓ ସେୟାର କରିଛନ୍ତି। ଭିଡ଼ିଓରେ ଖୁବ୍‌ କମେଣ୍ଟ ମଧ୍ୟ ଆସୁଛି। ଲୋକଙ୍କୁ ଭିଡିଓଟି ଏତେ ମାତ୍ରାରେ ପସନ୍ଦ ଆସୁଛି ଯେ ସେ ଏହାକୁ ପ୍ରବଳ ସେୟାର ମଧ୍ୟ କରୁଛନ୍ତି।
ଭିଡ଼ିଓରେ ଏକ ଷଣ୍ଢ ଟ୍ରାଫିକ ନିୟମକୁ ପାଳନ କରୁଥିବା ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

ଭିଡ଼ିଓରେ ଏକ ଷଣ୍ଢ ରାସ୍ତା ପାରି ହେବାକୁ ଚେଷ୍ଟା କରୁଛି। କିନ୍ତୁ ସେହି ସମୟରେ ନାଲିବତୀ ଜଳିବାରୁ ଗାଡ଼ିଗୁଡ଼ିକ ଅଟକି ଯାଉଛନ୍ତି। ଏହା ଦେଖି ଷଣ୍ଢଟି ମଧ୍ୟ ଅଟକି ଯାଇଥିଲା। ପ୍ରୀତି ଜିଣ୍ଟା ଭିଡିଓ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି,‘ ଟ୍ରାଫିକ୍‌ ନିୟମ କିପରି ପାଳନ କରାଯାଏ ଲୋକମାନେ ତାହା ଏହି ଜୀବଠାରୁ ଶିକ୍ଷା କରିବା ଉଚିତ। ଲୋକଙ୍କ ଛାଡ଼ନ୍ତୁ, ଆମ ଷଣ୍ଢ ମଧ୍ୟ ଟ୍ରାଫିକ ନିୟମ ପାଳନ କରୁଛି। ଯଦି ବିଶ୍ୱାସ ହେଉନି ତେବେ ଏହି ଭିଡିଓ ଦେଖନ୍ତୁ।’

ଏହାସହ ପଢ଼ନ୍ତୁ: ମହାଷ୍ଟମୀରେ ପତ୍ନୀ ଜୟାଙ୍କ ସହ ମା’ଙ୍କ ଆର୍ଶୀବାଦ ଭିକ୍ଷାକଲେ ଅମିତାଭ ବଚ୍ଚନ, ଭାଇରାଲ ହେଉଛି ଫଟୋ

ପ୍ରୀତି ଜିଣ୍ଟାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।

WCW 11

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

3 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

14 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

27 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

30 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

50 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago