ଦେଶ ବିଦେଶ

ଏଣିକି ପ୍ରତି ମାସରେ ମାଗଣାରେ ମିଳିବ ୩୦୦ ୟୁନିଟ୍‌ ବିଜୁଳି, ସର୍କୁଲାର ଜାରି କଲେ ସରକାର

ଦିଲ୍ଲୀ ଭଳି ପଞ୍ଜାବ ସରକାର ମଧ୍ୟ ନିଜ ରାଜ୍ୟରେ ଲୋକଙ୍କୁ ମାଗଣାରେ ବିଜୁଳି ଦେବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି। ପଞ୍ଜାବର ଆପ୍‌ ସରକାର ଏଠାକାର ଲୋକଙ୍କୁ ମାଗଣାରେ ବିଜୁଳି ଦେବାକୁ ସର୍କୁଲାର ଜାରି କରିଛନ୍ତି। ଏହି ସର୍କୁଲାର ଅନୁସାରେ, ପ୍ରତି ମାସରେ ୩୦୦ ୟୁନିଟ୍‌ ବିଜୁଳି ମାଗଣାରେ ମିଳିବ। ଏହି ଅନୁଯାୟୀ, ଏକ ବିଲ୍‌ରେ ୬୦୦ ୟୁନିଟ୍‌ ଫ୍ରିରେ ଦିଆଯିବ।

ପ୍ରକାଶ ଯେ ପଞ୍ଜାବର ଭଗବନ୍ତ ମାନ୍‌ ସରକାର ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ଆମ୍‌ ଆଦ୍‌ମୀ ପାର୍ଟି ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଭଗବନ୍ତ ମାନ୍‌ ସରକାର ପଞ୍ଜାବ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିକୁ ସେ ଆଗାମୀ ଦିନରେ ପୂରଣ କରିବେ। ପଞ୍ଜାବବାସୀ ଯେଉଁ ଆଶା ଓ ବିଶ୍ୱାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି, ସେ ତାହାକୁ ପୂରଣ କରିବେ। ଲୋକଙ୍କର କୌଣସି ବିଶ୍ୱାସକୁ ଭାଙ୍ଗିବେନି ବୋଲି କଥା ଦେଇଛନ୍ତି ଭଗବନ୍ତ ମାନ୍‌।

Also Read: ରଣବୀର ସିଂହଙ୍କ ନଗ୍ନ ଫଟୋ ଦେଖି ଇମ୍ପ୍ରେସ ହୋଇଛନ୍ତି ସ୍ତ୍ରୀ ଦୀପିକା, ଦେଲେ ଏମିତି ରିଆକ୍ସନ୍‌

WCW 11

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

5 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

9 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

12 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

18 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

30 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

36 mins ago