photo: deccan herald
ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନିଧନ ପରେ ଅଷ୍ଟ୍ରେଲିଆ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ଅଷ୍ଟ୍ରେଲିଆରେ ପାଞ୍ଚ ଡଲାରର ମୁଦ୍ରା ନୋଟରେ ମହାରାଣୀ ଏଲିଜାବେଥ୍ଙ୍କ ଫଟୋ ଆଉ ଦେଖାଯିବ ନାହିଁ, ତାଙ୍କ ଜାଗାରେ ଅଷ୍ଟ୍ରେଲିଆ ନିଜର ସ୍ୱଦେଶୀ ସଂସ୍କୃତିର ଇତିହାସକୁ ପ୍ରତିବିମ୍ବିତ କରିବ।
ଅଷ୍ଟ୍ରେଲିଆର ରିଜର୍ଭ ବ୍ୟାଙ୍କ ତରଫରୁ ଜାରି ବୟାନ ମୁତାବକ, ସଂଘୀୟ ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦିଓ ଏହା ସ୍ପଷ୍ଟ ହୋଇଛି ଯେ ନୋଟର ଅନ୍ୟ ପାର୍ଶ୍ୱରେ ଅଷ୍ଟ୍ରେଲିଆ ସଂସଦର ଫଟୋ ରହିବ।
ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ଯେ ପାଞ୍ଚ ଡଲାର ନୋଟରେ ମହାରାଣୀଙ୍କ ଫଟୋ ଏଥିପାଇଁ ଲଗାଯାଇଥିଲା କି, ସେ ମହାରାଣୀ ଥିଲେ, ତା’ ନୁହେଁ, ବରଂ ଏହି ଫଟୋ ତାଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। କହି ରଖୁଛୁ, ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ସ୍ପଷ୍ଟ କରିଥିଲା କି, ମହାରାଣୀ ଏଲିଜାବେଥଙ୍କ ପରେ କିଙ୍ଗ ଚାର୍ଲ୍ସଙ୍କ ଫଟୋ ନୋଟରେ ଛପା ହେବ ନାହିଁ। ଏହା ବଦଳରେ ଅଷ୍ଟ୍ରେଲିଆ ପ୍ରତିବିମ୍ବକୁ ଜାଗା ମିଳିବ।
ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…
ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…
ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…
ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…