ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି ବଜାରରେ ଫୋକସ ହେବ। ଆରବିଆ ପୁର୍ନବାରଦର ହ୍ରାସ କରିବ ନା ନାହିଁ ଏହାକୁ ନେଇ ସିଏନବିସି-ଆବାଜ୍ ଏକ୍ସପର୍ଟସ୍ ଏବଂ ବ୍ୟାଙ୍କର୍ସ ମଧ୍ୟରେ ପୋଲ ହୋଇଛି। ପୋଲରେ ୬୦ ପ୍ରତିଶତ ଲୋକଙ୍କର ଧାରଣା ରହିଛି ଯେ ଆଜି ଦରରେ ୦.୨୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିପାରେ।
ଲଗାତର ପଞ୍ଚମ ଥର ପାଇଁ ଆରବିଆଇ ଦ୍ୱାରା ଦର ହ୍ରାସ କରିବାର ଆଶା କରାଯାଉଛି। ସେହିପରି ୬୦ ପ୍ରତିଶତ ଲୋକଙ୍କ ଧାରଣା ଯେ ଚଳିତ ଆଥିର୍କ ବର୍ଷରେ ଦର ମୋଟ ୪୦ ବେସିସ୍ ପଏଣ୍ଟ ହ୍ରାସ ପାଇପାରେ।
ସମସ୍ତ ସୂଚନା ମିଶାଇ ଏହାଜଣାପଡିଲା ଯେ ଆରବିଆଇ ଛଅମାସ ପାଇଁ ରିଟେଲ ମହଙ୍ଗା ଅନୁମାନରେ ପରିବର୍ତ୍ତନ କରିବ ନାହିଁ। ରିଜର୍ଭ ବ୍ୟାଙ୍କ୍ ଚଳିତ ବର୍ଷ ଲଗାତର ଚାରି ଥର ରେପୋ ଦରରେ ୧.୧୦ ପ୍ରତିଶତ ହ୍ରାସ କରିସାରିଛି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…