ନୂଆଦିଲ୍ଲୀ: ରିପବ୍ଲିକ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ନ୍ୟୁଜ୍ ପରିବେଷଣ କରୁଥିବା ବେଳେ କରି ବସିଲେ ଏକ ଭୁଲ। ଯାହା ଦର୍ଶକଙ୍କ ଆଖିରୁ ଖସି ଯାଇପାରିନଥିଲା। ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ନିର୍ବାଚନ ଫଳାଫଳ ସମ୍ବନ୍ଧିତ ସୂଚନା ପ୍ରଦାନ କରୁଥିବା ବେଳେ ଅର୍ଣ୍ଣବ ସନ୍ନି ଦେଓଲ ଲିଡ଼ କରୁଥିବା କହିବା ପରିବର୍ତ୍ତେ କହିଦେଇଥିଲେ ସନି ଲିଓନିଙ୍କ ନାଁ। ଫଳରେ ନିର୍ବାଚନୀ ରେଜଲ୍ଟ ବାହାରିବା ପୂର୍ବରୁ ସନି ଲିଓନି ଏବେ ଇଣ୍ଡିଆନ ଟ୍ୱିଟରର ଟପ୍ ଟ୍ରେଣ୍ଡରେ ପହଞ୍ଚି ଗଲେଣି। ଏହା ଅର୍ଣ୍ଣବଙ୍କ ସ୍ଲିପ୍-ଅଫ୍-ଟଙ୍ଗ ହୋଇଥିଲେ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଇଛି।
ଦେଖନ୍ତୁ ଭିଡିଓ :
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…