ରିପବ୍ଲିକ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ୱାମୀ ନ୍ୟୁଜ୍‌ ପରିବେଷଣ କରୁଥିବା ବେଳେ କରିବସିଲେ ଏହି ଭୁଲ୍ !

ନୂଆଦିଲ୍ଲୀ: ରିପବ୍ଲିକ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ୱାମୀ ନ୍ୟୁଜ୍‌ ପରିବେଷଣ କରୁଥିବା ବେଳେ କରି ବସିଲେ ଏକ ଭୁଲ। ଯାହା ଦର୍ଶକଙ୍କ ଆଖିରୁ ଖସି ଯାଇପାରିନଥିଲା। ଏଥିପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି।  ନିର୍ବାଚନ ଫଳାଫଳ ସମ୍ବନ୍ଧିତ ସୂଚନା ପ୍ରଦାନ କରୁଥିବା ବେଳେ ଅର୍ଣ୍ଣବ ସନ୍ନି ଦେଓଲ ଲିଡ଼ କରୁଥିବା କହିବା ପରିବର୍ତ୍ତେ କହିଦେଇଥିଲେ ସନି ଲିଓନିଙ୍କ ନାଁ। ଫଳରେ ନିର୍ବାଚନୀ ରେଜଲ୍ଟ ବାହାରିବା ପୂର୍ବରୁ ସନି ଲିଓନି ଏବେ ଇଣ୍ଡିଆନ ଟ୍ୱିଟରର ଟପ୍‌ ଟ୍ରେଣ୍ଡରେ ପହଞ୍ଚି ଗଲେଣି। ଏହା ଅର୍ଣ୍ଣବଙ୍କ ସ୍ଲିପ୍‌-ଅଫ୍‌-ଟଙ୍ଗ ହୋଇଥିଲେ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଇଛି।

ଦେଖନ୍ତୁ ଭିଡିଓ :

 

Leave A Reply

Your email address will not be published.