କେନ୍ୟୁଜ୍(ବ୍ୟୁରୋ): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଏଥିସହ ସମ୍ପୃକ୍ତ ଡ୍ରଗ୍ସ କାରବାର ମାମଲାରେ ଆଜି ମଧ୍ୟ ଖୋଳତାଡ ଜାରି ରହିଛି। ନାର୍କୋଟିକ୍ କଣ୍ଡ୍ରୋଲ ବ୍ୟୁରୋ-ଏନ୍ସିବିରେ ଆଜି ହାଜର ହେବେ ରିୟା ଚକ୍ରବର୍ତ୍ତୀ । ଏନେଇ ଏନ୍ସିବି ରିୟାଙ୍କୁ ସମନ ଜାରି କରିଛି ।
ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ରିୟାଙ୍କୁ ପଚରାଉଚରା କରିବ ଏନ୍ସିବି । ଏଥିପାଇଁ ଏନ୍ସିବି ଟିମ୍ ସହିତ ଦୁଇ ଜଣ ମହିଳା କର୍ମଚାରୀ ଉପସ୍ଥିତ ଅଛନ୍ତି । ଡ୍ରଗସ କାରବାର ମାମଲାରେ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସାମୁଏଲ ମିରିଣ୍ଡା ପୂର୍ବରୁ ଗିରଫ ହୋଇସାରିଛନ୍ତି। ସେପଟେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଚାଲିଛି ସିବିଆଇର ଛାନଭିନ।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…