ଦେଶ ବିଦେଶ

ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ, ୩୦ କିଲୋମିଟର ଅଞ୍ଚଳରେ ସେନା ଛାଉଣୀ

ୟୁକ୍ରେନ ଆକ୍ରମଣକୁ ପ୍ରତିହତ କରିବାକୁ ଦୁର୍ଗ ତିଆରି କରୁଛି ଋଷ। ୩୦ କିଲୋମିଟର ଅଞ୍ଚଳରେ ସେନାର ଛାଉଣୀ କରିଛି ଋଷ। ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏବେ ଏକ ସାଟେଲାଇଟ ଇମେଜ ସାମ୍ନାକୁ ଆସିଛି ଯେଉଁଥିରୁ ଦେଖିବାକୁ ମିଳିଛି ଯେ, ୟୁକ୍ରେନ ଅଧିକୃତ ଦକ୍ଷିଣ-ପୂର୍ବ ସହର ପୋଲୋହିରେ ସେନାର ଛାଉଣୀ କରିଛି ଋଷ।

ସାଟେଲାଇଟ ଚିତ୍ରକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗତ ନଭେମ୍ବର ମାସ ପରଠୁ ଏହି ଅଞ୍ଚଳରେ ଧୀରେ ଧୀରେ ସେନା ମୁତୟନ ବୃଦ୍ଧି କରିଛି ଋଷ। ଋଷର ପଶ୍ଚିମରୁ ଆରମ୍ଭ କରି ପୂର୍ବ ୟୁକ୍ରେନରୁ କ୍ରିମିଆ ପର୍ଯ୍ୟନ୍ତ ଋଷ ସେନା ଏକ ଦୁର୍ଗ ପରି ମୁତୟନ ହୋଇଛନ୍ତି।

ପୂର୍ବ ଯୋଜନା ମୁତାବକ ୟୁକ୍ରେନ ଏବେ ଋଷକୁ ବରାବର ଯବାବ ଦେଉଛି ଋଷ। ୟୁକ୍ରେନ ଆକ୍ରମଣର ଯବାବ ଦେବାକୁ ଏବେ ସେନା ଠୁଳ କରୁଛି ଋଷ। ସାଟେଲାଇଟ ଇମେଜରୁ ଜଣା ପଡ଼ୁଛି ଋଷ ସେନା ବିଭିନ୍ନ ପ୍ରକାରର ନୂଆ ଡିଫେନ୍ସ ପୋଜିସନରେ ଏହି ଅଞ୍ଚଳରେ ଠୁଳ ହୋଇଛନ୍ତି।

 

Niharanjan

Recent Posts

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

2 hours ago

ଯାତ୍ରୀବାହୀ ବସ୍ ଓଲଟି ୩ ମୃତ, ୫ ଗୁରୁତର

କନ୍ଧମାଳ :  କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…

4 hours ago

ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ, ଥାନାରେ ପୁତୁରା ଅଟକ

ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…

5 hours ago

ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ

ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…

7 hours ago

ବସ୍ ସହ ପିକଅପ୍ ଭ୍ୟାନ ଧକ୍କା, ୧୯ ହୋମଗାର୍ଡ ଆହତ

ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…

8 hours ago

ରାଜ୍ୟରେ ବଢୁଛି ତାପମାତ୍ରା, ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

8 hours ago