photo: NBC News
ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼। କ୍ରିମିୟା ନାଭାଲ ବେସ୍ ଉପରେ ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼ କରିଛି ୟୁକ୍ରେନ। ଏଥିରେ ୨ଟି ରୁଷ ୱାର ସିପ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ମିସାଇଲ ମାଡ଼ ପରେ ସେଭାଷ୍ଟୋପୋଲ ସିପ୍ ୟାର୍ଡରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି।
କ୍ରିମିୟାରେ ଥିବା ରୁଷର ସିପ୍ ମରାମତି ବେସ୍ ଉପରେ ମାଡ଼ ହୋଇଛି ମିସାଇଲ। ଏଥିରେ ରୁଷର ଦୁଇଟି ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ଯୁଦ୍ଧ ପରଠାରୁ ରୁଷ ବନ୍ଦର ଉପରେ ଏହା ହେଉଛି ୟୁକ୍ରେନର ସବୁଠୁ ବଡ଼ ଆକ୍ରମଣ। ଏହି ଆକ୍ରମଣ ୟୁକ୍ରେନ କରିଥିବା ସୂଚନା ଦେଇଛି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ।
ରୁଷ ପକ୍ଷରୁ ୭ ମିସାଇଲକୁ ପ୍ରତିହତ କରାଯାଇଛି। ମାତ୍ର ଆକ୍ରମଣରେ ୨ଟି ୱାର ସିପ କ୍ଷତିଗ୍ରସ୍ତ ହେବା ସହ ୨୪ ଜଣ ଆହତ ହୋଇଛନ୍ତି। ମିସାଇଲ୍ ମାଡ଼ରେ ୮ଟି ଘର ନଷ୍ଟ ହୋଇଛି। ଏକ ଡିଜେଲ-ଇଲେକ୍ଟ୍ରିକ୍ ସବ୍ମରିନ୍ ଏବଂ ଲ୍ୟାଣ୍ଡିଂ ସିପ୍ରେ ନିଆଁ ଲାଗିଯାଇଛି। ଦୁଇଟି ୱାର ସିପ୍କୁ ମରାମତି କରାଯାଉଥିବା ବେଳେ ବୁଧବାର ସକାଳେ ଏହି ମିସାଇଲ୍ ମାଡ଼ ହୋଇଥିଲା।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…