ଭାରତୀୟ ଜନତା ଦଳର ପ୍ରବକ୍ତା ସମ୍ବିତ ପାତ୍ର ନିଜର ବୟାନ ଏବଂ ଖାସ୍ ଅନ୍ଦାଜ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ ଲୋକସଭା ନିର୍ବାଚନରେ ତାଙ୍କ ପ୍ରଚାର ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଥିଲା। ଏହି କାରଣରୁ ‘କନ ବନେଗା କରୋଡପତି’ ରେ ୨୦ ହଜାର ଟଙ୍କାର ପ୍ରଶ୍ନର ଉତ୍ତରରେ ସମ୍ବିତ ପାତ୍ରଙ୍କ ନା ଆସିଛି। ରିପୋର୍ଟ ଅନୁଯାୟୀ (କେବିସି) ପୂର୍ବରୁ ବା ୨୦ ହଜାର ଟଙ୍କାର ପ୍ରଶ୍ନରେ ଦେଶର ରାଜନେତାମାନଙ୍କ ନା ଶୁଣିବାକୁ ମିଳିଛି। ଏହାର ଅପ୍ସନରେ ବିଗ୍ ବି ଅମିତାଭ ବଚ୍ଚନ ଚାରୋଟି ବିକଳ୍ପ ଦେଇଛନ୍ତି। ଏହି ବିକଳ୍ପରେ ରାଜନାତ ସିଂହ, ଅମିତ୍ ଶାହା, ରବିଶଙ୍କର ପ୍ରସାଦଙ୍କ ସହ ଶେଷ ଅପ୍ସନରେ ସମ୍ବିତ ପାତ୍ର ମଧ୍ୟ ଥିଲେ।
ଏହାସହ ପଢନ୍ତୁ: ଜହାନାବାଦର ଇତିହାସ ରଚିଲେ ସନୋଜ ରାଜ୍, KBC ସିଜନ୍ 11 ର ହେଲେ ପ୍ରଥମ କୋଟିପତି
ରିପୋର୍ଟ ଅନୁଯାୟୀ ସମ୍ବିତ ପାତ୍ର ବିଭିନ୍ନ କାରଣରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛନ୍ତି। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। କେବିସି ରେ ବିହାରର ସନୋଜଙ୍କୁ ଯେତେବେଳେ ଏହି ପ୍ରଶ୍ନ ପଚରାଯାଇଥିଲା ସେହି ସମୟରେ ହିଁ ଏହି ପ୍ରଶ୍ନର ଉତ୍ତର ଜଣାପଡିଯାଇଥିଲା। କାରଣ ଏହି ଆବାଜ୍ ପ୍ରକୃତରେ ଦେଶର ଗୃହମନ୍ତ୍ରୀ ବା ଦେଶର ବହୁ ଚର୍ଚ୍ଚିତ ରାଜନେତା ଅମିତ୍ ଶାହାଙ୍କ ନା ଥିଲା। କିନ୍ତୁ ବିକଳ୍ପରେ ସମସ୍ତ ନା ଗୁଡିକ ଶୁଣିବା ପରେ ଶେଷରେ ସନୋଜ୍ ଅମିତ ଶାହାଙ୍କ ନା ନେଇଥିଲେ।
ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…
ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…
କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…
ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…
ଆଜିକାଲି ଲୋକମାନେ ଫିଟ ରହିବା ପାଇଁ ଘିଅ ଏବଂ ତେଲ ଛାଡି ଦେଉଛନ୍ତି । ତେବେ ଅତ୍ୟଧିକ ଘିଅ ତେଲ…
ଯାଜପୁର : ୧୨ଫୁଟ ଲମ୍ବର ଅଜଗର ଉଦ୍ଧାର । ଯାଜପୁର ଜିଲ୍ଲା ବୈରି ରେଞ୍ଜ କାଇମାଟିଆ ନିକଟରୁ ଅଜଗର ଉଦ୍ଧାର…