ତାମିଲନାଡୁ: ସମୁଦ୍ର ମଝିରୁ ଜବତ ହେଲା ୩୦୦୦ କେଜିର ସମୁଦ୍ର କାକୁଡ଼ି,  ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କା

ତାମିଲନାଡୁ: ରାମେଶ୍ବରମରେ ଥିବା ପୁମାରିଚନ ଦୀପରୁ ୩୦୦୦ କିଲୋର ବିରଳ ସମୁଦ୍ର କାକୁଡ଼ି ଜବତ କରିଛି ରାମେଶ୍ବରମ ବନ ବିଭାଗ। ଏହି କାରବାରରେ ବ୍ୟବହୃତ ହେଉଥିବା ଡଙ୍ଗା ଓ  ୨ ଚୋରା ଚାଲାଣକାରୀଙ୍କୁ ଅଟକ ରଖାଯାଇଛି।  ବନ ବିଭାଗ ଅଧିକାରୀ ଭେଙ୍କଟେଶ ମଣ୍ଡପମଙ୍କ କହିବା ମୁତାବକ ବହୁଦିନ ହେବ ଏହି ସମୁଦ୍ର କାକୁଡ଼ି ଚୋରାଚାଳଣକାରୀ ମାନେ ସମୁଦ୍ର ମଝିରେ  ସେମାନଙ୍କ କାରବାର ଚଳାଇ ଆସୁଥିଲେ।

କିନ୍ତୁ ଏବିଷୟରେ ଜାଣି ଥିଲେ ମଧ୍ୟ ସେମାନଙ୍କୁ ଧରିବା ପାଇଁ  ସକ୍ଷମ ହେଉନଥିଲା ବନ ବିଭାଗ।  ଆଜି ଏହି ବିଷୟରେ ଖବର ମିଳିଥିବାରୁ ବନ ବିଭାଗର ଏକ ଟମ୍  ପୁମାରଚିନ ଦୀପରେ ଏକ ଡଙ୍ଗାକୁ ଚଢାଉ କରି ସେଥିରୁ ଏହି ବିରଳ ଜୀବକୁ ଜବତ କରିଛି। ଏହାର  ଆନୁମାନିକ ମୂଲ୍ୟ  ୩କୋଟି ଟଙ୍କା ହେବ ବୋଲି ଜଣା ଯାଇଛି।  ଏହି ସମୁଦ୍ର କାକୁଡି  ଏକ ଜୀବ ଯାହକୁ ଅନେକ ଔଷଧୀୟ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

8 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

22 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

35 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

36 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago