ଅପରେସନ୍‌ ଟେବୁଲ୍‌ରେ ରୋଗୀ, ଅାଉ ସେଲ୍‌ଫି ନେଉଛନ୍ତି ଡାକ୍ତର ଓ ନର୍ସ

ଜୟପୁର(କେନ୍ଯୁଜ୍) : ଦାୟିତ୍ୱ ଭୁଲିଗଲେ ଡାକ୍ତର । ଅପରେସନ୍‌ ବେଳେ ନେଉଛନ୍ତି ସେଲ୍‌ଫି । ଅପରେସନ୍‌ ଟେବୁଲ୍‌ରେ ଅଛନ୍ତି ରୋଗୀ, ହେଲେ ରୋଗୀଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରି ଡାକ୍ତର ଓ ନର୍ସ ସେଲ୍‌ଫି ନେବାରେ ବ୍ୟସ୍ତ । ଏପରି ଏକ ଅଭିଯୋଗ ଆସିଛି ଜୟପୁର ସ୍ଥିତ ଡିଏଚ୍‌ଏଚ୍‌ ଡାକ୍ତରଖାନାରୁ ।

ଗତ ୧୫ ତାରିଖରେ ଏହି ଡାକ୍ତରଖାନା ଆନୁଷ୍ଠନିକ ଭାବେ ସ୍ଥାନାନ୍ତର ହୋଇଥିଲା । ତେବେ ଗତକାଲି ଡାକ୍ତରଖାନାରେ ଅପରେସନ ଥିଏଟର ଖୋଲିବା ସହ ଅପରେସନ ଆରମ୍ଭ ହୋଇଥିଲା । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲର ଡାକ୍ତର । ଉପରିସ୍ଥ ଅଧିକାରୀଙ୍କୁ ପଠାଇବା ଉଦ୍ଦେଶ୍ୟରେ ଫଟୋ ଉଠାଯାଇଥିଲା । ଭଲ ମେସେଜକୁ ଅତିରଞ୍ଜିତ କରାଯାଉଛି ବୋଲି କହିଛନ୍ତି ମେଡିକାଲର ଡାକ୍ତର ।

KNews Bureau

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

21 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago