ୱାଶିଂଟନ: ହିନ୍ଦୁ ପରମ୍ପରାରେ ଭଗବାନଙ୍କ ସ୍ଥାନ ସବୁଠୁ ଉଚ୍ଚରେ । କେବଳ ହିନ୍ଦୁ ନୁହେଁ ବରଂ ସବୁ ଧର୍ମର ଲୋକେ ନିଜର ଭଗବାନଙ୍କୁ ଉଚ୍ଚରେ ହିଁ ରଖିଥାନ୍ତି । ତେବେ ଯଦି କେତେବେଳେ ଆମେ ପୂଜା କରୁଥିବା ଭଗବାନଙ୍କ ଫଟୋ ବାଥ୍ରୁମ୍ କିମ୍ବା ଟଏଲେଟରେ ଦେଖିବାକୁ ପାଇବା ତେବେ ଆମକୁ ଯାହା ଲାଗିବ ତାହା ପ୍ରକାଶ କରିବା ଅସମ୍ଭବ ।
ଏହି କଥା କହିବାର କାରଣ ଏମିତି ଏକ ଘଟଣା ଘଟିଛି ଆମେରିକାରେ। ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ ଥିବା ମ୍ୟାଟ୍ ବିକ୍ରି କରୁଥିବା ଜଣାପଡିଛି। ଏହି ଆସନ ଗୁଡିକ ଟଏଲେଟ୍ ଏବଂ ଗାଧୁଆ ଘରେ ପଡିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…