କନ୍ଦାଉଛି ତୁଷାରପାତ, ବରଫରେ ଗୋଡ ଖସି ୧୨ ରୁ ଅଧିକ ଲୋକ ଆହତ

ସିମଲା ଶହରରେ ବରଫବର୍ଷା ବା ତୁଷାରପାତ ଏବେ ସ୍ୟାଲେନିଆଁ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ଆଇଜିଏମସି ଏବଂ ଡିଡିୟୁରେ ପ୍ରାୟ ଏକ ଡଜନରୁ ଅଧିକ ଲୋକ ଖସିପଡିବା ପରେ ଚିକିତ୍ସିତ ହେଉଛନ୍ତି। ମଶୋବରାର ତାରାପୁର ପାଖରେ ବରଫରେ ଫସି ଗାଡି ଗୁଡିକ ରାସ୍ତା ଠାରୁ ଅଲଗା ହୋଇଯାଇଛି।

ଘଟଣାସ୍ଥଳରେ ପୋଲିସ ପହଁଚି ପାଞ୍ଚ ଜଣ ନେପାଳୀଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଇଛନ୍ତି। ବରଷ ପାତ କାରଣରୁ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। କାହାର ଗୋଡ ଭାଙ୍ଗି ଯାଇଛି ତ ଆଉ କାହାର କାନ୍ଧ।

ଲୋକମାନେ ଘରୁ ବାହାରକୁ ବାହାରିଲେ ଫୁଟପାଥ ରେଲିଂକୁ ଧରି ଯାଉଛନ୍ତି। ସେହିପରି ତୁଷାରପାତ ହେବ କାରଣରୁ ସହରର ଅନେକ ଅଞ୍ଚଳରେ ଥିବା ଷ୍ଟ୍ରୀଟ ଲାଇଟ୍‌ ଖରାପ ହୋଇପଡିଛି। ଏଥିପାଇଁ ରାତିରେ ଯାତାୟତ ସମୟରେ ବରଫ ଖସି ଲୋକମାନେ ଅଧିକ ଆହତ ହେଉଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago