କେନ୍ୟୁଜ୍: ରେଳ ମନ୍ତ୍ରାଳୟର ନୂଆ ଜୋନ୍କୁ ଅନୁମୋଦନ । ସାଉଥ୍କୋଷ୍ଟ ଜୋନ୍କୁ ଅନୁମୋଦନ ଦେଇଛି ରେଲେଓ୍ଵ ବୋର୍ଡ । ବିଶାଖାପାଟଣାରେ ହେବ ସାଉଥ୍କୋଷ୍ଟର ମୁଖ୍ୟାଳୟ । ସେପଟେ ଇଷ୍ଟକୋଷ୍ଟ ରେଲବାଇର ଆଉ ଏକ ନୂଆ ଡିଭିଜନ ତିଆରି ହେବ । ଏହି ନୂଆ ଡିଭିଜନର ମୁଖ୍ୟାଳୟ ରାୟଗଡ଼ାରେ ରହିବ । ଇଷ୍ଟକୋଷ୍ଟ ରେଲବାଇରୁ ନୋଡାଲ ଅଫିସର ମନୋନୀତ ହେବେ । ନୋଡାଲ ଅଫିସର ରାୟଗଡା ଡିଭିଜନ କାମ ତଦାରଖ କରିବେ । ଅଗଷ୍ଟ ୩୧ ସୁଦ୍ଧା ରାୟଗଡ଼ା ଡିଭିଜନର କାମ ସରିବ । ଏ ନେଇ ଇଷ୍ଟକୋଷ୍ଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇଛି ରେଲେଓ୍ଵ ବୋର୍ଡ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…