Below header

ରେଳ ମନ୍ତ୍ରାଳୟର ନୂଆ ଜୋନ୍‌କୁ ଅନୁମୋଦନ

କେନ୍ୟୁଜ୍: ରେଳ ମନ୍ତ୍ରାଳୟର ନୂଆ ଜୋନ୍‌କୁ ଅନୁମୋଦନ । ସାଉଥ୍‌କୋଷ୍ଟ ଜୋନ୍‌କୁ ଅନୁମୋଦନ ଦେଇଛି ରେଲେଓ୍ଵ ବୋର୍ଡ । ବିଶାଖାପାଟଣାରେ ହେବ ସାଉଥ୍‌କୋଷ୍ଟର ମୁଖ୍ୟାଳୟ । ସେପଟେ ଇଷ୍ଟକୋଷ୍ଟ ରେଲବାଇର ଆଉ ଏକ ନୂଆ ଡିଭିଜନ ତିଆରି ହେବ । ଏହି ନୂଆ ଡିଭିଜନର ମୁଖ୍ୟାଳୟ ରାୟଗଡ଼ାରେ ରହିବ । ଇଷ୍ଟକୋଷ୍ଟ ରେଲବାଇରୁ ନୋଡାଲ ଅଫିସର ମନୋନୀତ ହେବେ । ନୋଡାଲ ଅଫିସର ରାୟଗଡା ଡିଭିଜନ କାମ ତଦାରଖ କରିବେ । ଅଗଷ୍ଟ ୩୧ ସୁଦ୍ଧା ରାୟଗଡ଼ା ଡିଭିଜନର କାମ ସରିବ । ଏ ନେଇ ଇଷ୍ଟକୋଷ୍ଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖି ଜଣାଇଛି ରେଲେଓ୍ଵ ବୋର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.