ଆଖି ପିଛୁଳାକେ ବିଚ୍ ରାସ୍ତା ଉପରେ କୁଆଡୁ ଦୌଡିଆସିଲା ସିଂହ, ଥରେ ଦେଖନ୍ତୁ ଏହି ଭିଡିଓ ଥରି ଉଠିବ ଛାତି

ଆଖି ପିଛୁଳାକେ କୁଆଡୁ ଦୌଡିଆସିଲା ବରାଟ ସିଂହ । କୌଣସି ଚିଡିଆଖାନା କିମ୍ବା ଜଙ୍ଗଲ ଭିତରେ ନୁହେଁ ବରଂ ଲୋକ ଗହଳି ଥିବା ବିଚ୍ ରାସ୍ତା ଉପରେ । ସିଂହକୁ ଦେଖି ଜୀବନ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡିବାକୁ ଲାଗିଲେ । ସିଂହ ମଧ୍ଯ କୁଆଡେ ଯିବ କାହାକୁ ଆକ୍ରମଣ କରିବ କିଛି ନଭାବି କ୍ଷିପ୍ର ବେଗରେ ଦୌଡିବାକୁ ଲାଗୁଛି ।

ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଯେଉଁ ଭିଡିଓକୁ ଦେଖିଲେ କିଛି ସମୟ ପାଇଁ ଥରିଉଠିବ ଆପଣଙ୍କ ଛାତି। ହିଂସ୍ର ପଶୁ ସିଂହକୁ ଖୁଆଡ ଭିତରୁ ଦେଖିଲେ ବି ଭୟ ଲାଗିଥିଲେ। କିନ୍ତୁ ଏଠାରେ ଖୋଲା ରାସ୍ତା ଉପରେ ଖୁଲମଖୁଲା ଦୌଡିବାରେ ଲାଗିଛି ଗୋଟେ ସିଂହ । ଆଉ ସିଂହକୁ ଦେଖି ଜୁଆଡେ ପାଇଲେ ସିଆଡେ ଦୌଡିବାକୁ ଲାଗୁଛନ୍ତି ସେଠାରେ ଥିବା ଲୋକେ ।

ଏହାସହ ପଢନ୍ତୁ:

୧୦ ମାସର ଝିଅକୁ ଧରି ମାରାଥନ୍‌ ଦୌଡ଼ିଲେ ମହିଳା, ରେକର୍ଡ କରିବା ସହ ଜିତିଲେ ସ୍ୱର୍ଣ୍ଣପଦକ

ତେବେ ଏହି ଭିଡିଓ କେଉଁଠିକାର ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ସେନେଇ କୌଣସି ସତ୍ଯାସତ୍ଯ ଜଣାପଡିନାହିଁ ।ଭିଡିଓଟିକୁ ବଲିଉଡ୍ ଫିଲ୍ମ ‘କମାଣ୍ଡୋ’ ସିରିଜ୍ ର ହିରୋ  ବିଦ୍ଯୁତ୍ ଜାମୱାଲା ସେୟାର କରିଛନ୍ତି । ଯେଉଁଥିରେ ବହୁତ ସାରା ପ୍ରତିକ୍ରୀୟା ଆସିବାରେ ଲାଗିଛି ।

ଦେଖନ୍ତୁ ଭିଡିଓ:

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

4 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

5 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

6 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

8 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

8 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

9 hours ago