କେନ୍ୟୁଜ୍(ବ୍ୟୁରୋ): ଅଧିକାଂଶ ବିବାହ ବିଚ୍ଛେଦ ପାଇଁ ପ୍ରେମ ବିବାହ ଦାୟୀ। ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି ଏହା କହିଛନ୍ତି ସୁପ୍ରିମ କୋର୍ଟଙ୍କ ୨ଜଣିଆ ଖଣ୍ଡପୀଠ। ମାମଲା ପ୍ରେମ ବିବାହ ରହିଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ପ୍ରେମ ବିବାଦରେ ଅଧିକାଂଶ କ୍ଷେତ୍ରରେ ବିବାହ ବିଚ୍ଛେଦ ଘଟୁଥିବା ନେଇ କହିଛନ୍ତି ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିକ ସଞ୍ଜୟ କୌଲ।
କୋର୍ଟ ଏହି ମାମଲାରେ ମଧ୍ୟସ୍ଥତା କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ପତିଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ତେବେ ବିନା ତାଙ୍କ ସହମତିରେ ତତ୍କାଳ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇପାରିବେ ବୋଲି ସ୍ପଷ୍ଟ କରିଥିଲେ ଖଣ୍ଡପୀଠ। ମେ ୨ ତାରିଖରେ ବିବାହ ବିଚ୍ଛେଦ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ। ସମ୍ବିଧାନର ଅନୁଚ୍ଛେଦ ୧୪୨ (୧) ଅନୁଯାୟୀ ତତ୍କାଳ ଛାଡ଼ପତ୍ର ଦେଇ ବିବାହକୁ ଅନ୍ତ କରାଯାଇପାରିବ ବୋଲ କହିଥିଲେ କୋର୍ଟ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…