ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ ହୋଇଛି। ବିରୋଧୀଙ୍କ ନୂଆ ମେଣ୍ଟ ନାଁ ‘INDIA’ ରଖାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଘୋଷଣା କରିଛନ୍ତି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିରୋଧୀ ମେଣ୍ଟର ନାମ ‘INDIA’ ହେବ, ଯାହାର ଅର୍ଥ ହେଉଛି, ‘ଇଣ୍ଡିଆନ ନ୍ୟାସନାଲ୍ ଡେଭେଲପ୍ମେଣ୍ଟାଲ୍ ଇନ୍କ୍ଲ୍ୟୁସିଭ୍ ଆଲିଆନ୍ସ’।
‘INDIA’ର ପରବର୍ତ୍ତୀ ବୈଠକ ମୁମ୍ବାଇରେ ହେବ। ନୂଆ ନାମ ଉପରେ ସମସ୍ତ ବିରୋଧୀ ଦଳଙ୍କ ସହମତି ରହିଛି। ଜେଡିୟୁ ନିଜର ଟ୍ଵିଟର ହ୍ୟାଣ୍ଡେଲ୍ରୁ ଟ୍ଵିଟ୍ କରିଛି କି, ବିରୋଧୀ ଏକତାର ନୂଆ ନାମ ‘INDIA’, ଯାହାର ଅର୍ଥ,
I – Indian
N- National
D- Developmental
I – Inclusive
A – Alliance
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…