ଦେଶ ବିଦେଶ

ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ୧୨ ଜଣିଆ ରାଟ୍ ହୋଲ ମାଇନର୍ସ

ଉତ୍ତରକାଶୀ : ଉତ୍ତରକାଶୀ ଟନେଲ୍ ରେସକ୍ୟୁର ଅସଲି ହିରୋ ରାଟ୍ ହୋଲ ମାଇନର୍ସ । ଯାହା କରି ପାରି ନଥିବା ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ଶେଷ ପର୍ଯ୍ୟାୟରେ ସମ୍ଭବ କରି ଦେଖାଇଛନ୍ତି ୧୨ ଜଣିଆ ରାଟ ହୋଲ୍ ମାଇନର୍ସ ଟିମ୍ ।

୮୦୦ ମିଲିମିଟର ପାଇପ୍ ଭିତରେ ପଶି ନିଜ ଜୀବନକୁ ବାଜି ଲଗାଇ ସୁଡଙ୍ଗ ଖୋଳିଥିଲେ । ସୁଡଙ୍ଗ ଖୋଳିବା ବେଳେ ଅଗର ମେସିନ୍ ବାରମ୍ବାର ଫେଲ୍ ମାରିଥିଲା । କିନ୍ତୁ ହାର ମାନି ନଥିଲେ ଉଦ୍ଧାରକାରୀ ଟିମ୍ । ବଡ଼ ବଡ଼ ପଥର ଓ ଲୁହାରେ ବାଜି କ୍ଷତିଗ୍ରସ୍ତ ହୋଇଥିଲା ଅଗର ମେସିନ୍ । ପ୍ଲାନ୍ ବି ଭାବରେ ଆରମ୍ଭ ହୋଇଥିଲା ମାନୁଆଲ୍ ଡ୍ରିଲିଂ । ଅଗର ମେସିନର ବାକି କାମକୁ ଶେଷ କରିବା ପାଇଁ ନିୟୋଜିତ କରାଯାଇଥିଲା ରାଟ୍ ହୋଲ ମାଇନର୍ସ ।

ସେମାନେ ପାରମ୍ପରିକ ହାତୁଡି, ଶାବଳ ଓ ଅନ୍ୟାନ୍ୟ ଉପକରଣ ଧରି ସୁଗଙ୍ଗ ଭିତରେ ଖୋଳିଥିଲେ । ଅନ୍ଧାରୀ ସୁଡଙ୍ଗରେ ପଶି ଖୋଳିଥିଲେ ରାଟ୍ ହୋଲ ମାଇନର୍ସ । ଶେଷରେ ରେସକ୍ୟୁ ଅପରେସନରେ ବଡ଼ ସଫଳତା ଆଣି ଦେଇଥିଲେ ।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

35 seconds ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

8 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

24 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

30 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

43 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago