ଆଜି ଦିଲ୍ଲୀରେ ଧ୍ୱଜାବତରଣ ଉତ୍ସବ , ସଜେଇ ହୋଇଛି ବିଜୟଚୌକ

ଦିଲ୍ଲୀ(କେନ୍ୟୁଜ୍) : ଦିଲ୍ଲୀରେ ଧ୍ୱଜାବତରଣ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ । ୪ ଦିନ ପରେ ଜାତୀୟ ପତାକାର ହେବ ଅବତରଣ ହେବ । ପରିବେଷିତ ହେବ ଦେଶାତ୍ମବୋଧକ ସଙ୍ଗୀତର ଧୂନ ସମେତ ସାଂସ୍କୃତିକ କାର‌୍ୟ୍ୟକ୍ରମ । ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିପାଇଁ ବିଜୟଚୌକ ସଜେଇ ହୋଇଛି । ଆଜି ସଂଧ୍ୟାରେ ଧ୍ୱଜାବତରଣ ଉତ୍ସବ ସହ ଦେଶାତ୍ମବୋଧକ ସଙ୍ଗୀତର ଧୂନ ପରିବେଷିତ ହେବ ।

ସବୁ ବର୍ଷ ପରି ଏ ବର୍ଷ ଭାରତୀୟ ସଙ୍ଗୀତକାରଙ୍କ ଦବଦବା ରହିବ । ୨୭ଟି ଧୂନରୁ ୧୯ଟି ଧୂନ ଭାରତୀୟ ସଙ୍ଗୀତାକର ପ୍ରସ୍ତୁତ କରିଛନ୍ତି । ସେହିପରି ୮ଟି ସଙ୍ଗୀତ ଧୂମକୁ ପ୍ରସ୍ତୁତ କରିଛନ୍ତି ବିଦେଶ ସଙ୍ଗୀତଜ୍ଞ । ଉତ୍ସବରେ ସ୍ଥଳସେନା, ନୈସେନା ଓ ବାୟୁସେନାର ବ୍ୟାଣ୍ଡ ପାର୍ଟି ସାମିଲ ହେବେ । ସେହିପରି ବିଭିନ୍ନ ରାଜ୍ୟର ପୋଲିସ, ସିଏପିଏଫ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଓ ଦିଲ୍ଲୀ ପୋଲିସ ନିଜର ଜଲଓ୍ଵା ଦେଖାଇବେ । ୧୯୫୦ ମସହାରୁ ଏହି ଉତ୍ସବ ଆୟୋଜିତ ହୋଇଆସୁଛି ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

31 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago