ଦେଶ ବିଦେଶ

ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର: ଆଜି ଜାତୀୟ ଭୋଟର ଦିବସରେ ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ଆଜି ଜାତୀୟ ଭୋଟର ଦିବସ । ଇଲେକ୍ଟ୍ରୋନିକ୍ସ ଭୋଟର କାର୍ଡର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ । ଏଣିକି ଅନଲାଇନରେ ମିଳିବ ଭୋଟର ପରିଚୟ ପତ୍ର । ଆଧାର କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ଭଳି ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ହେବ । ଯାହାଦ୍ୱାରା ଲୋକମାନେ ଏଣିକି ଡିଜିଟାଲ ମାଧ୍ୟମରେ ନିଜର ଭୋଟର କାର୍ଡ ପାଇପାରିବେ ।

ଏହାସହ E-EPIC ଆପ୍‌ ଜରିଆରେ ଲୋକମାନେ ଏହାକୁ ଡାଉନଲୋଡ କରି ରଖିପାରିବେ । ଇଲେକ୍ଟୋରାଲ ଫଟୋ ଆଇଡେଣ୍ଟି କାର୍ଡ ଏହି ଆପ୍‌ ଡିଜିଟାଲ ଲକର ଭଳି କାମ କରିବ । ଏଥିପାଇଁ ନିର୍ବାଚନ ଆୟୋଗରେ ଫୋନ ରେଜିଷ୍ଟ୍ରେସନ ହେବା ଆବଶ୍ୟକ ।

Sonalisa

Recent Posts

NEETର ୧,୫୬୩ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହେବ ରଦ୍ଦ, ପୁଣିଥରେ ଦେବାକୁ ପଡ଼ିବ ପରୀକ୍ଷା

ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET)ରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କ ରଦ୍ଦ କରାଯିବ । କେନ୍ଦ୍ର ଏହି ସୂଚନା…

25 mins ago

ସରକାର ଗଠନ ପରେ ହୋଇପାରେ ବଡ଼ ଧରଣର ଅଦଳବଦଳ, ନୂଆ ମୁଖ୍ୟ ସଚିବଙ୍କ ଉପରେ ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର (କେନ୍ୟୁଜ); ରାଜ୍ଯରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ରାଜ୍ଯ ପ୍ରଶାସନରେ…

36 mins ago

ଝାରସୁଗୁଡ଼ାକୁ ଗର୍ବିତ କଲେ ସାନୁଦିପ, ଟପ୍ପର ଲିଷ୍ଟରେ ସ୍ଥାନ ପାଇ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ

ଝାରସୁଗୁଡ଼ା(କେନ୍ୟୁଜ): ୭୨୦ରୁ ୭୦୧ ନମ୍ବର । ଏତେ ଅଧିକ ନମ୍ବର ପାଇବା ପାଇଁ ସେଭଳି ପରିଶ୍ରମ ବି କରିବାକୁ ପଡ଼ିଥାଏ…

53 mins ago

ପାରିବାରିକ କଳହରୁକରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

ସୋରୋ (କେନ୍ୟୁଜ): ନୃଶଂସ ସ୍ବାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା । ପାରିବାରିକ କଳହର କରୁଣ ପରିଣତି ।…

1 hour ago

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା…

2 hours ago

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

3 hours ago