photo credit: Depositphotos
ବେଙ୍ଗାଲୁର : ସାଧାରଣତଃ ଏକ ଲାଇଫ ଜ୍ୟାକେଟ୍କୁ ନେଇ ମଝି ଆକାଶରେ ଉଲଗ୍ନ ହେଲେ ଜଣେ ଯାତ୍ରୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବେଙ୍ଗାଲୁର ରୁ ଦିଲ୍ଲୀ ଯାଉଥିବା ଏୟାର ଏସିଆ ବିମାନରେ । ଜଣେ ଯାତ୍ରୀ ଲାଇଫ ଜ୍ୟାକେଟ ନମିଳିବାରୁ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିଥିଲେ । ଝଗଡ଼ା ଏତେ ଦୂର ଯାଇଥିଲା ଯେ ଶେଷରେ ଯାତ୍ରୀ ଜଣକ ମଝି ଆକାଶରେ ଉଲଗ୍ନ ହୋଇଯାଇଥିଲେ ।
ଯାତ୍ରୀଙ୍କ ଏଭଳି ବ୍ୟବହାର ଦେଖି କ୍ରୁ ସଦସ୍ୟ ପାଇଲଟଙ୍କୁ ଏବିଷୟରେ ସୂଚନା ଦେଇଥିଲେ। ଏହା ପରେ ପାଇଲଟ ଦିଲ୍ଲୀ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ଜରୁରୀକାଳିନ ଅବତରଣ ପାଇଁ ଅନୁମତି ମାଗିଥିଲା । ଉକ୍ତ ଯାତ୍ରୀଙ୍କ ପାଇଁ ପରେ ଦିଲ୍ଲୀ ବିମାନବନ୍ଦରରେ ବିମାନଟି ଅବତରଣ କରିଥିଲା। ଯାତ୍ରୀଙ୍କୁ ବିମାନ ସୁରକ୍ଷା ସିଆଇଏସଏଫ ସହାୟତାରେ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…