ଦେଶ ବିଦେଶ

ବାରାକ ଓବାମା, ବିଲ୍ ଗେଟ୍ସ ଓ ଏଲୋନ୍ ମସ୍କଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବୋଜୋସ, ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଭଳି ନାମୀଦାମୀ ରାଜନେତା, ବ୍ୟବସାୟୀ ତଥା ପ୍ରମୁଖ କମ୍ପାନୀ ଗୁଡିକର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାକୁ ସ୍ପଷ୍ଟ ଭାବରେ ବିଟକଏନ୍ ସ୍କାମ ଭାବରେ ବିବେଚନା କରାଯାଉଛି।

ତାଙ୍କର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି  ୧୦୦୦ ଡଲାର ବଦଳରେ ୨୦୦୦ ଡଲାର୍ ପଠାଇବା ପାଇଁ ନକଲି ଟ୍ବିଟ୍ ଜରିଆରେ କୁହାଯାଇଛି। ଟ୍ବିଟରରେ ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବେଜୋସ୍, ଗେଟ୍ସ ଏବଂ ମସ୍କ ଅଛନ୍ତି ଯାହାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ବା ଫଲୋର୍ସ ରହିଛନ୍ତି ।


 ହ୍ୟାକର୍ସ ବିଲ୍ ଗେଟ୍ସଙ୍କ ଆକାଉଣ୍ଟରୁ ଟ୍ବିଟ୍ କରି ଲେଖିଛି କି, ‘ଲୋକମାନେ ମୋତେ ସମାଜରେ ସହଯୋଗ କରିବାକୁ କହୁଛନ୍ତି। ବର୍ତ୍ତମାନ ସମୟ ଆସିଛି। ତୁମେ ମୋତେ ୧୦୦୦ ଡଲାର ଦିଅ, ମୁଁ ତୁମକୁ ୨୦୦୦ ଡଲାର ଦେବି। ‘ କରୋନା ମହାମାରୀ ନାମରେ ବାରାକ ଓବାମାଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ଯ ଏଭଳି ଟ୍ୱିଟ କରାଯାଇଛି।


ବିଶ୍ୱର ଏହି ପ୍ରତିଷ୍ଠିତ ବ୍ଯକ୍ତି ମାନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଟ୍ୱିଟର ପଦକ୍ଷପ ନେଇଥିଲା। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ଟ୍ୱିଟର ଆକାଉଣ୍ଟକୁ ପ୍ରଭାବିତ କରୁଥିବା ସୁରକ୍ଷା ଘଟଣା ବିଷୟରେ ଏହା ଏକ ସତର୍କ ସୂଚନା। ଏହାର ଅନୁସନ୍ଧାନ କରାଯାଉଛି ଏବଂ ଏହାର ସମାଧାନ ପାଇଁ କାର୍ଯ୍ୟ କରାଯାଉଛି। ଏହାକୁ ଶୀଘ୍ର ସମାଧାନ କରିବାକୁ ଟ୍ୱିଟର ମଧ୍ୟ ପ୍ରତିଶୃତି ଦେଇଛି। ସୂଚନା ଥାଉକି ହ୍ଯାକର ମାନେ ପଠାଇ ଥିବା ସମସ୍ତ ଟ୍ବିଟ୍କୁ କିଛି ସମୟ ପରେ ଡିଲିଟ୍ କରି ଦେଇଥିଲେ ।

Sonalisa

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

8 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

9 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago