ଦେଶ ବିଦେଶ

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଜାରି ହେଲା UGC NET-2021 ର ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ, ଏଠାରେ କରନ୍ତୁ ଡାଉନଲୋଡ

UGC NET-2021 ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର।UGC NET-2021 ର ପର୍ଯ୍ୟାୟ ୩ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଜାରି ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(NTA) ଅଧିନରେ ହେବାକୁ ଥିବା ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଡାଉନଲୋଡ ୱେବସାଇଟ nta.ac.in କୁ ଯାଇ ଡାଉନଲୋଡ କରିପାରିବେ। ଏହି ପରୀକ୍ଷା ଆସନ୍ତା ଜାନୁଆରୀ ୪ ଓ ୫ ତାରିଖରେ ୨୦୨୨ରେ ଆୟୋଜିତ ହେବ।

ଏମିତି କରନ୍ତୁ ଡାଉନଲୋଡ:

ପ୍ରଥମେ ଅଧିକାରକ ୱେବସାଇଟugcnet.nta.nic.in କୁ ଯାଆନ୍ତୁ।

ହୋମପେଜରେ ଫେଜ୍‌ ୩ ଆଡମିଟ୍‌ କାର୍ଡ ଲିଙ୍କକୁ ନେଭିଗେଟ୍‌ କରନ୍ତୁ।

ନିଜର ଲଗ୍‌ଇନ୍‌ କ୍ରେଡିନ୍ସିଆଲ ଦେଇ ସବମିଟ୍‌ କରନ୍ତୁ।

ଆପଣଙ୍କ ଆଡମିଟ୍‌ କାର୍ଡ ସ୍କ୍ରିନରେ ଆସିବ।

ଆଡମିଟ୍‌ କାର୍ଡକୁ ଡାଉନଲୋଡ୍‌ କରି ପ୍ରିଣ୍ଟଆଉଟ୍‌ ରଖିଦିଅନ୍ତୁ।

ସୂଚନା ଯୋଗ୍ୟ, ପୂର୍ବରୁ ବାତ୍ୟା ଜଓ୍ଵାଦ ପାଇଁ କିଛି ସ୍ଥାନରେ UGC NET ପର୍ଯ୍ୟାୟ ୧ ପରୀକ୍ଷାକୁ ରିସିଡ୍ୟୁଲ କରାଯାଇଥିଲା। ପର୍ଯ୍ୟାୟ ୧ର ନୂଆ ପରୀକ୍ଷା ତାରିଖ ବ୍ରହ୍ମପୁର, ଗଞ୍ଜାମ, ଭୁବନେଶ୍ୱର, କଟକ, ଗୁଣୁପୁର, ପୁରୀ ଏବଂ ବିଶାଖାପଟନମ୍‌ ସ୍ଥାନ ପାଇଁ ରହିଛି। ସେହି ପର୍ଯ୍ୟାୟ ୩ ରେ ନିର୍ଦ୍ଧାରିତ ବିଷୟରେ ପରୀକ୍ଷା ପାଇଁ ଆୟୋଜିତ କରାଯିବ।

ପର୍ଯ୍ୟାୟ ୩ ପରୀକ୍ଷା ତାରିଖ ଏବଂ ବିଷୟ:

୪ ଜାନୁଆରୀ ୨୦୨୨: ସୋସିଓଲୋଜି

୫ ଜାନୁଆରୀ ୨୦୨୨: ଜିଓଗ୍ରାଫି (ଗ୍ରୁପ୧)

୫ ଜାନୁଆରୀ ୨୦୨୨: ଜିଓଗ୍ରାଫି ( ଗ୍ରୁପ୍‌ ୨)

ଆଡମିଟ୍‌ କାର୍ଟ ଡାଉନଲୋଡ ପାଇଁ ଏଠାରେ କ୍ଲିକ କରନ୍ତୁ:

https://testservices.nic.in/examsys21/downloadadmitcard/logindob.aspx?enc=Ei4cajBkK1gZSfgr53ImFV/yIzhTZHBze3wooSg9DjgglM5OzxXA3c3OOztO/6sA

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

12 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

14 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

20 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

29 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

29 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

47 mins ago