ଦେଶ ବିଦେଶ

UPSC ସିଭିଲ ସର୍ଭିସ ୨୦୨୩ ଫେଜ ୩ ପରୀକ୍ଷା ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୧୮ରୁ ଆରମ୍ଭ ଇଣ୍ଟରଭ୍ୟୁ

UPSC ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ର ଇଣ୍ଟରଭ୍ୟୁ ଏବଂ ପର୍ସନାଲିଟି ଟେଷ୍ଟ ପାଇଁ ତାରିଖ ଘୋଷଣା କରିଛି । ୟୁପିଏସସି ସିଭିଲ ସର୍ଭିସ ଫେଜ ୩ ପିଟି ପରୀକ୍ଷା ଏପ୍ରିଲରେ ଆୟୋଜିତ ହେବ । ପିଟି ରାଉଣ୍ଡ ପାଇଁ ୮୧୭ ପ୍ରାର୍ଥୀ ସର୍ଟଲିଷ୍ଟ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ୟୁପିଏସସି େଓ୍ଵବସାଇଟ upsconline.nic.in କୁ ଯାଇ ହଲ୍‌ ଟିକେଟ ଡାଉନଲୋଡ କରିପାରିବେ ।

କାର୍ଯ୍ୟସୂଚୀ ଅନୁଯାୟୀ, ୟୁପିଏସସି ମୁଖ୍ୟ ପରୀକ୍ଷା ୨୦୨୩ରେ ଫେଜ ୩ ପିଟି ପରୀକ୍ଷାର ଆୟୋଜନ ୧୮ ମାର୍ଚ୍ଚରୁ ୯ ଏପ୍ରିଲ ୨୦୨୪ ମଧ୍ୟରେ ହେବ । ୟୁପିଏସସି ପିଟି ରାଉଣ୍ଡରେ ପରୀକ୍ଷା ପାଇଁ ୮୧୭ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ।

କେମିତି କରିବେ ଡାଉନଲୋଡ :

ଇଚ୍ଛୁକ ପ୍ରାର୍ଥୀ upsc ର ଅଫିସିଆଲ େଓ୍ଵବସାଇଟ୍‌ upsconline.nic.in କୁ ଯାଆନ୍ତୁ ।

ଏହାପରେ ହୋମ ପେଜ e-SUMMON for VARIOUS EXAMINATION OF UPSC ଲିଙ୍କରେ ଯାଇରେ ଆବେଦନ କରିପାରିବେ ।

ଏହାପରେ ଇ-ସମନ ଲେଟର ଲିଙ୍କରେ କ୍ଲିକ୍‌ କରନ୍ତୁ।

ନିଜର ଲଗଇନ ବିବରଣୀ ଭରିବା ପରେ ସବିମିଟ କରନ୍ତୁ ।

ଆଡମିଟ କାର୍ଡ ଯାଞ୍ଚ କରିବା ପରେ ଡାଉନଲୋଡ କରିବେ ।

Swagatika

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

7 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago