UPSC ସିଭିଲ ସର୍ଭିସ ୨୦୨୩ ଫେଜ ୩ ପରୀକ୍ଷା ପାଇଁ ତାରିଖ ଘୋଷଣା, ମାର୍ଚ୍ଚ ୧୮ରୁ ଆରମ୍ଭ ଇଣ୍ଟରଭ୍ୟୁ
ୟୁପିଏସସି ମୁଖ୍ୟ ପରୀକ୍ଷା ୨୦୨୩ରେ ଫେଜ ୩ ପିଟି ପରୀକ୍ଷାର ଆୟୋଜନ ୧୮ ମାର୍ଚ୍ଚରୁ ୯ ଏପ୍ରିଲ ୨୦୨୪ ମଧ୍ୟରେ ହେବ । ୟୁପିଏସସି ପିଟି ରାଉଣ୍ଡରେ ପରୀକ୍ଷା ପାଇଁ ୮୧୭ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ।
UPSC ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ର ଇଣ୍ଟରଭ୍ୟୁ ଏବଂ ପର୍ସନାଲିଟି ଟେଷ୍ଟ ପାଇଁ ତାରିଖ ଘୋଷଣା କରିଛି । ୟୁପିଏସସି ସିଭିଲ ସର୍ଭିସ ଫେଜ ୩ ପିଟି ପରୀକ୍ଷା ଏପ୍ରିଲରେ ଆୟୋଜିତ ହେବ । ପିଟି ରାଉଣ୍ଡ ପାଇଁ ୮୧୭ ପ୍ରାର୍ଥୀ ସର୍ଟଲିଷ୍ଟ କରାଯାଇଛି । ଯୋଗ୍ୟ ପ୍ରାର୍ଥୀ ୟୁପିଏସସି େଓ୍ଵବସାଇଟ upsconline.nic.in କୁ ଯାଇ ହଲ୍ ଟିକେଟ ଡାଉନଲୋଡ କରିପାରିବେ ।
କାର୍ଯ୍ୟସୂଚୀ ଅନୁଯାୟୀ, ୟୁପିଏସସି ମୁଖ୍ୟ ପରୀକ୍ଷା ୨୦୨୩ରେ ଫେଜ ୩ ପିଟି ପରୀକ୍ଷାର ଆୟୋଜନ ୧୮ ମାର୍ଚ୍ଚରୁ ୯ ଏପ୍ରିଲ ୨୦୨୪ ମଧ୍ୟରେ ହେବ । ୟୁପିଏସସି ପିଟି ରାଉଣ୍ଡରେ ପରୀକ୍ଷା ପାଇଁ ୮୧୭ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ।
କେମିତି କରିବେ ଡାଉନଲୋଡ :
ଇଚ୍ଛୁକ ପ୍ରାର୍ଥୀ upsc ର ଅଫିସିଆଲ େଓ୍ଵବସାଇଟ୍ upsconline.nic.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜ e-SUMMON for VARIOUS EXAMINATION OF UPSC ଲିଙ୍କରେ ଯାଇରେ ଆବେଦନ କରିପାରିବେ ।
ଏହାପରେ ଇ-ସମନ ଲେଟର ଲିଙ୍କରେ କ୍ଲିକ୍ କରନ୍ତୁ।
ନିଜର ଲଗଇନ ବିବରଣୀ ଭରିବା ପରେ ସବିମିଟ କରନ୍ତୁ ।
ଆଡମିଟ କାର୍ଡ ଯାଞ୍ଚ କରିବା ପରେ ଡାଉନଲୋଡ କରିବେ ।