ଦେଶ ବିଦେଶ

ନାବାଳକଙ୍କ ସହ ଯୈାନ ଶୋଷଣ ମାମଲାରେ ଅଭିଯୁକ୍ତକୁ ୬୦୦ ବର୍ଷ ଜେଲ୍‌ ଦଣ୍ଡ ଦେଲେ ଆମେରିକାର ଏକ କୋର୍ଟ

ଆଲାବାମା : ବର୍ଷ ବର୍ଷ ଧରି ନାବାଳକଙ୍କ ସହ ଅପ୍ରାକୃତିକ ଯୈାନ ସମ୍ପର୍କ ରଖିଥିବା ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିକୁ ଆମେରିକାର ଏକ କୋର୍ଟ ଶୁକ୍ରବାର ୬୦୦ ବର୍ଷ ଜେଲ୍‌ ଦଣ୍ଡ ଦେଇଥିବା ଜଣାଯାଇଛି । ଅଭିଯୁକ୍ତର ନାମ ମାଥ୍ୟୁ ଟାୟଲର ମିଲର(୩୨) ।

କୋର୍ଟ ତାକୁ ପ୍ରଥମେ ଏକ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍‌ ଦଣ୍ଡ ଦେଇଥିଲେ । ମାତ୍ର ପରେ ସେ ଏକାଧିକ ଯୈାନ ସମ୍ବନ୍ଧ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ତାକୁ ୬୦୦ ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲେ । ମିଲର କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି ।

ମିଲର ୨୦୧୪ ରୁ ୨୦୧୯ ମଧ୍ୟରେ ୪ ବର୍ଷରୁ ୧୪ ବର୍ଷ ଭିତରେ ଏକାଧିକ ନାବାଳକଙ୍କ ସହ ଦୁଷ୍କର୍ମ କରିଥିଲା ବୋଲି ଏଫ୍‌ବିଆଇ ଏଜେଣ୍ଟ ଜୋନି ସାର୍ପ କୋର୍ଟରେ ତାଙ୍କ ଷ୍ଟେଣମେଣ୍ଟ ଦେଇଥିଲେ । ତଦନ୍ତ ବେଳେ ମିଲରର ମୋବାଇଲ୍‌ରୁ ୧୦୨ ଟି ଅଶ୍ଲୀଳ ଫଟୋ ଦେଖିବାକୁ ମିଳିଥିଲା । ଏକ

Niharanjan

Recent Posts

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

5 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

31 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago