ଭାରତକୁ ଆମେରିକାର ଦୀପାବଳି ଭେଟି, ଇରାନରୁ ତେଲ କିଣିବା ଉପରୁ କୋହଳ କଲା କଟକଣା

ଆମେରିକା(କେନ୍ଯୁଜ୍) : ଭାରତକୁ ଆମେରିକାର ଦୀପାବଳି ଭେଟି । ଇରାନରୁ ତେଲ କିଣିବା ଉପରୁ କଟକଣା କୋହଳ କଲା ଆମେରିକା । ଭାରତ ସମେତ ୮ଟି ଦେଶ ପାଇଁ କଟକଣା କୋହଳ କରାଯାଇଛି । ଏଥିରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସାମିଲ ଅଛନ୍ତି । ନଭେମ୍ବର ୪ ସୁଦ୍ଧା ତେଲ କିଣିବା ନେଇ ଇରାନ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବାକୁ ଚାହୁଁଥିଲା ଆମେରିକା । କିନ୍ତୁ ଏବେ ଏହାକୁ କୋହଳ କରାଯାଇଛି । ଚୀନ୍‌ ପରେ ଇରାନ ଠାରୁ ଅଧିକ ତେଲ କିଣିଥାଏ ଭାରତ । କିନ୍ତୁ ଆମେରିକାର ଚେତାବନୀ ପରେ ବର୍ଷକୁ ଦେଢ କୋଟି ଟନ୍‌ ତେଣୁ ଇରାନ୍‌ରୁ କିଣୁଥିଲା ଭାରତ ।

ଏହା ପୂର୍ବରୁ ୨୦୧୭-୧୮ରେ ଭାରତ ୨ କୋଟି ୨୬ ଲକ୍ଷ ଟନ୍‌ ଅର୍ଥାତ୍‌ ପ୍ରତିଦିନ ୪ଲକ୍ଷ ୫୨ ହଜାର ବ୍ୟାରେଲ୍‌ ତେଲ କିଣୁଥିଲା । ୨୦୧୫ ମସିହାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ପରମାଣୁ ଚୁକ୍ତି ହୋଇଥିଲା । ୨୦୧୮ରେ ଇରାନ ଉପରେ ଅଧିକ ଚାପ ପକାଇବା ପାଇଁ ରାଷ୍ଟ୍ରପତି ବାରାକ୍‌ ଓବାମା ଏହି ବୁଝମଣା ଭାଙ୍ଗି ଦେଇଥିଲେ ।ଆଶା କରାଯାଉଛି କଟକଣା କୋହଳ ହେବା ପରେ ଦେଶରେ ତେଲ ଦର କମିବ ବୋଲି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago