ବୈଦିକ ଶିକ୍ଷା ବୋର୍ଡର ମୁଖ୍ୟ ହୋଇପାରନ୍ତି ବାବା ରାମଦେବ

ଯୋଗ ଗୁରୁ ବାବା ରାମଦେବ ଦେଶର ପ୍ରଥମ ସରକାରୀ ମାନ୍ୟତା ପ୍ରାପ୍ତ ବୋର୍ଡ ବୈଦିକ ଶିକ୍ଷାର ମୁଖ୍ୟ ହୋଇପାରନ୍ତି। ବୈଠକରେ ବାବା ରାମଦେବଙ୍କ ନା ଚୟନ କରାଯାଇଛି। ଭାରତୀୟ ଶିକ୍ଷା ବୋର୍ଡର ସ୍ଥାପନା ପାଇଁ ଚଳିତ ସପ୍ତାହରେ ମାନବ ସାଂସଦ ବିକାଶ ମନ୍ତ୍ରୀ ପ୍ରକାଶ ଜାବେଦକରଙ୍କର ଅଧ୍ୟକ୍ଷତାରେ ମହର୍ଷି ସଂନ୍ଦୀପନି ରାଷ୍ଟ୍ରିୟ ବେଦବିଦ୍ୟା ପ୍ରତିଷ୍ଠାନର ଗଭର୍ନର କାଉନସିଲର ୫ସଦସ୍ୟଙ୍କ ମଧ୍ୟରେ ବୈଠକ କରାଯିବ। ଯେଉଁଥିରେ ଏହା ଉପରେ ଆଲୋଚନା କରାଯିବ।

ଏହାର ଅନ୍ୟ ମୁକାବିଲାରେ ‘ଦ ରିତାଣ୍ଟ ବାଲାନ୍ସଡ ଏଜୁକେଶନ ଫାଉଣ୍ଡେସନ’ ସହ ସାମିଲ ଅଛି, ଯାହା ଏମିଟି ଦ୍ବାରା ପରିଚାଳିତ ହୋଇଥାଏ। ଏହା ବ୍ୟତୀତ ପୂନେ ସ୍ଥିତ ମହାରାଷ୍ଟ୍ର ପ୍ରୋଧ୍ୟୋଗିକୀ ଏହାର ଅନ୍ୟ ଅନ୍ୟ ମୁକାବିଲାରେ ଭାଗ ନେଇଥିଲା। ସୁତ୍ର ଅନୁସାରେ ପତଞ୍ଜଳି ଯୋଗପୀଠର ପ୍ରତିନିଧିତ୍ବ କରୁଥିବା ଆଚାର୍ଯ୍ଯ ବାଳକୃଷ୍ଣ ବୋର୍ଡର ବିକାଶ ପାଇଁ ୨୧କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଆଲୋଚନା କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago