କେନ୍ୟୁଜ୍(ବ୍ୟୁରୋ): ସଂସଦର ଶୀତ ଅଧିବେଶନରେ ଅଧିକ ଚର୍ଚ୍ଚାରେ ଥିଲା ସିଟିଜେନ୍ ଆମେଣ୍ଡମେଣ୍ଟ ବିଲ୍ । ସିଏବି ଗୃହୀତ ହେବାକୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାଠୁ ଅଧିକ ଚର୍ଚ୍ଚାରେ ଥିଲା କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ବିଜେଡି ସାଂସଦଙ୍କ ଭେଟଘାଟ୍ । ସାକ୍ଷାତ ଆଲୋଚନା ଟାଇମିଂକୁ ନେଇ ଜୋର ଧରିଛି ଚର୍ଚ୍ଚା। ଗୋଟିଏ ପଟେ ଲୋକସଭାରେ ସିଏବି ପାରିତ ହୋଇଥିଲା। ଅନ୍ୟପଟେ ରାଜ୍ୟସଭାରେ ଗୃହୀତ ହେବାକୁ ଥିଲା ସିଏବି। ଠିକ୍ ସେତିକିବେଳେ ଶିବସେନା ସମର୍ଥନ ନେଇ କେଁ ପୂରାଇଲା। ଆଉ ରାଜ୍ୟସଭାରେ ନମ୍ବରକୁ ନେଇ ବିଜେପି ଯୋଗାଡ଼ରେ ଥିବା ବେଳେ ଶାହାଙ୍କ ସହ ବିଜେଡି ସାଂସଦଙ୍କ ସହ ଭେଟଘାଟ୍ ହୋଇଥିଲା।
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…