ଦେଶ ବିଦେଶ

ଗୁଗୁଲ ଟ୍ରାନ୍ସଲେଟ ସାହାଯ୍ୟରେ ପରିବାରକୁ ଫେରି ପାଇଲେ କେଦାରନାଥରେ ହଜିଯାଇଥିବା ମହିଳା

ତୀର୍ଥ ସ୍ଥାନରେ ହେଉ ବା ଭିଡ ସ୍ଥାନରେ ଅଧିକାଂଶ ସମୟରେ ଲୋକେ ହଜିଯାଇଥାନ୍ତି । ବିଶେଷକରି ବୃଦ୍ଧ ଓ ପିଲାମାନେ ହଜିଯାଇଥାନ୍ତି । ଏମିତି ଏକ ଘଟଣା ଘଟିଥିଲା କେଦାରନାଥରେ । ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧ କେଦାରନାଥରେ ଭିଡ ଭିତରେ ପରିବାରଙ୍କ ହାତ ଛାଡି ଦେଇଥିଲେ । ବୃଦ୍ଧାଙ୍କୁ ସେଠାକାର ଭାଷା ଜଣାନଥିବାରୁ ପରିବାର ଲୋକଙ୍କୁ ପାଇବା ମଧ୍ୟ ଅସୁବିଧା ଥିଲା । ଶେଷରେ ବୃଦ୍ଧା ଜଣକ ଟେକନୋଲୋଜିର ସହାୟତା ନେଇଥିଲେ । ଗୁଗୁଲ ଟ୍ରାନ୍ସଲେଟ ଜରିଆରେ ଅପରିଚିତ ଲୋକଙ୍କ ସହ କଥା ହୋଇ ତାଙ୍କର ଭାବ ବିନିମୟ କରିବାରେ ସମର୍ଥ ହୋଇଥିଲେ ।ଫଳରେ ଭାଷା ବିନିମୟ ଜରିଆରେ ସେ ତାଙ୍କୁ ପରବାର ଲୋକଙ୍କୁ ପାଇପାରିଥିଲେ ।

ସୂଚନା ଅନୁଯାୟୀ ଉକ୍ତ ମହିଳା ଜଣକ ତେଲଗୁ ଭାଷା ଭଲ ଭାବେ ଜାଣିଥିବା ବେଳେ ହିନ୍ଦୀ ଓ ଇଂରାଜୀ ଭାଷା କହି କିମ୍ବା ବୁଝି ପାରୁନଥିଲେ । ମହିଳା ଜଣକ ଡରି ଯାଇଥିଲେ । ଏହି ସମୟରେ ପୋଲିସ ତାଙ୍କୁ ସହାୟତା କରିବା ପାଇଁ ଆସିଥିଲେ ମଧ୍ୟ ଭାଷା ଜନିତ ଅସୁବିଧା କାରଣରୁ ତାଙ୍କୁ ସାହାଯ୍ୟ କରି ପାରିନଥିଲା । ଶେଷରେ ପୋଲିସ ଗୁଗଲ ଟ୍ରାନ୍ସଲେଟର ସହାୟତା ନେଇ ବୃଦ୍ଧାଙ୍କ ଭାଷା ବୁଝିଥିଲେ ଓ ତାଙ୍କ ପରିବାର ଲୋକଙ୍କ ଫୋନ ନମ୍ବର ପାଇପାରିଥିଲେ ।

ପରିବାର ଲୋକଙ୍କ ସହ ଫୋନ ନମ୍ବରରେ ଯୋଗାଯୋଗ କରିବା ପରେ ସେ ବୃଦ୍ଧାଙ୍କ ଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଜଣାଯାଇଥିଲା । ପରିବାର ଲୋକେ ମଧ୍ୟ ବୃଦ୍ଧାଙ୍କୁ ବ୍ୟସ୍ତ ହୋଇ ଖୋଜୁଥିଲେ । ଯାହାହେଉ ଶେଷରେ ହଜିଯାଇଥିବା ବୃଦ୍ଧା ତାଙ୍କ ପରିବାର ଲୋକଙ୍କୁ ପାଇଥିଲେ । ଗୁଗୁଲ ଟ୍ରାନ୍ସଲେଟର ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା । ହଜିଯାଇଥିବା ବୃଦ୍ଧା ତାଙ୍କ ପରିବାର ଲୋକଙ୍କୁ ପାଇପାରିଥିଲେ ।

Niharanjan

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

15 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

23 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

29 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

38 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

40 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

47 mins ago