ଦେଶ ବିଦେଶ

ବହୁତ ଚେଷ୍ଟା ପରେ ବି ମାଆ ହୋଇପାରୁନଥିଲେ ମହିଳା, ଡାକ୍ତର ଟେଷ୍ଟ କଲା ପରେ ଜାଣିଲେ ସେ ମହିଳା ନୁହେଁ ପୁରୁଷ !

ଖାସ୍ କରି ଲୋକ ବିବାହର ତୁରନ୍ତ ପରେ ନିଜ ପରିବାର ବଢ଼ାଇବା ପ୍ଲାନିଙ୍ଗ୍ କରନ୍ତି। ବିବାହ ପରେ ସବୁ ମହିଳା ମଧ୍ୟ ଜଲଦି ମାଆ ହେବାକୁ ଚାହାଁନ୍ତି। ଚୀନରେ ରହୁଥିବା ଜଣେ ୨୫ ବର୍ଷର ମହିଳା ବି ମାଆ ହେବାକୁ ଚାହିଁଲେ। ଏଥିପାଇଁ ସେ ଗତ ଗୋଟେ ବର୍ଷ ଧରି ଚେଷ୍ଟା ବି କରୁଥିଲେ। କିନ୍ତୁ ସବୁ ପ୍ରଚେଷ୍ଟା ବିଫଳ ଗଲା ସେ ମାଆ ହୋଇ ପାରୁନଥିଲେ। ଏହି ସବୁ ଭିତରେ ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଗଲେ ଆଉ ତାଙ୍କ ସାମ୍ନାକୁ ଯାହା ଆସିଲା ସେ ଚମକି ପଡିଲେ।

ଆମେ ଯେଉଁ ମହିଳାଙ୍କ ବିଷୟରେ ଆପଣଙ୍କୁ କହୁଛୁ ତାଙ୍କ ନାଁ ହେଉଛି ପିଙ୍ଗପିଙ୍ଗ। ସେ ଚୀନର ପୂର୍ବ ଭାଗରେ ସ୍ଥିତ ଝୋଜିୟାଙ୍ଗ ପ୍ରାନ୍ତରେ ରୁହନ୍ତି। ଗତ ବର୍ଷ ତାଙ୍କର ବିବାହ ହୋଇଥିଲା। ସେ ତାଙ୍କ ବିବାହରେ ବହୁତ ଖୁସି ଥିଲେ। ଆଉ ତାପରେ ସେ ମାଆ ହେବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିରେ ସଫଳ ହୋଇପାରୁନଥିଲେ।

ଏହାରି ଭିତରେ ଯୁବତୀଙ୍କ ଗୋଡ ଗୋଇଠିରେ ଆଘାତ ଲାଗିଥିଲେ। ଏଥିପାଇଁ ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଗଲେ। ଡାକ୍ତର ଯୁବତୀଙ୍କ ଗୋଇଠିର ଏକ୍ସରେ କଲେ। ଆଉ ଏହାପରେ ସେ ଯାହା ଦେଖିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଡାକ୍ତର ଯୁବତୀଙ୍କୁ ଜଣାଇଲେ ଯେ ତାଙ୍କ ଗୋଇଠିର ବିକାଶ ହୋଇନାହିଁ। ସେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ। ଏମିତିରେ ଡାକ୍ତରଙ୍କ କଥା ଶୁଣି ଯୁବତୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଚିନ୍ତାରେ ପଡିଗଲେ। କିନ୍ତୁ ପରେ ଡାକ୍ତରଙ୍କ କଥା ମାନିଲେ ଯେ ସେ ମହିଳା ନୁହଁନ୍ତି ଜଣେ ପୁରୁଷ।

ଡାକ୍ତର ମଧ୍ୟ ଏହାପରେ ତାଙ୍କର ଅନ୍ୟ ସବୁ ଟେଷ୍ଟ କରାଇ ଏହା କହିଲେ ଯେ ତାଙ୍କ ଶରୀରରେ କୌଣସି ଅଣ୍ଡାଶୟ କିମ୍ବା ଗର୍ଭାଶୟ ନାହିଁ। ବରଂ ତାଙ୍କ ଶରୀରରେ ପୁରୁଷର ଆନୁବଂଶିକ ଗୁଣ ରହିଛି। ଏମିତିରେ ସ୍ପଷ୍ଟ ହୋଇଗଲା ଯେ ପିଙ୍ଗପିଙ୍ଗ ଜଣେ ମହିଳା ନୁହଁନ୍ତି ଜଣେ ପୁରୁଷ।

Pritiparna

Recent Posts

ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ଦେଖନ୍ତୁ କିଛି ଖାସ ଫଟୋ, ଥିଲେ ସର୍ବଗୁଣ ସମ୍ପର୍ଣ୍ଣ

ଜୁନ୍ ୧୪,୨୦୨୦ ରେ ୩୪ ବର୍ଷ ବୟସରେ ସୁଶାନ୍ତ ସିଂ ରାଜପୁତ ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଥିଲେ ।…

5 mins ago

ପ୍ରକୃତି କୋଳରେ ଶୋଭା ପାଉଛି କୃଷ୍ଣଚୂଡ଼ା, ନାଲି ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ

କଣ୍ଟାମାଳ(କେନ୍ୟୁଜ): କୃଷ୍ଣଚୂଡ଼ାର ନାଲି ରଙ୍ଗରେ ବେଶ ଶୋଭାପାଉଛି ପ୍ରକୃତି । ଗ୍ରୀଷ୍ମର ତାତି ସହ ସୂର୍ଯ୍ୟର ପ୍ରଖର କିରଣରେ ଝଟକୁଛି…

13 mins ago

ଭାରତ ବ୍ୟତୀତ ଏହିସବୁ ଦେଶର ମହିଳାମାନେ ବି ପିନ୍ଧନ୍ତି ଶାଢ଼ୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଶାଢ଼ୀ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତ୍ର । ଭାରତର ପ୍ରାୟ ଅଧିକାଂଶ ମହିଳା ଶାଢ଼ୀ ପିନ୍ଧନ୍ତି । ଭାରତ…

20 mins ago

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ…

25 mins ago

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

31 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

1 hour ago