କଟକ (କେନ୍ୟୁଜ୍) : ବାହା ହେଲେ ଛୋଟ ପରଦାର ପ୍ରେମୀ ଯୁଗଳ । ଓଡ଼ିଆ ଧାରାବାହିକର ଚର୍ଚ୍ଚିତ ଯୋଡି ଜ୍ୟାଙ୍କଲିନ ଓ ଅରବିନ୍ଦ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କୋଭିଡ ନିୟମ ଅନୁସାରେ ସମସ୍ତ କଟକଣା ମାନି ଏହି ବାହାଘର ସମ୍ପନ୍ନ ହୋଇଛି । ବିବାହ ଉତ୍ସବରେ୨୫ ଜଣ ହିଁ ଉପସ୍ଥିତ ଥିଲେ।
ବାହାଘର ହୋଇଛି କଟକ ଖାନନଗର ସ୍ଥିତ ଜଗନ୍ନାଥ ମନ୍ଦିରରେ। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଜ୍ୟାଙ୍କଲିନ ଓ ଅରବିନ୍ଦ ପରସ୍ପରକୁ ଭଲ ପାଇ ଆସୁଥିଲେ । ଆଉ ଆଜି ସାତ ଜନ୍ମର ସାଥୀ ହୋଇଛନ୍ତି। ନବଦମ୍ପତିଙ୍କୁ ସମ୍ପର୍କୀୟ, ଶୁଭେଚ୍ଛୁ ଏବଂ ସହ କଳାକାରମାନେ ଅଭିନନ୍ଦନ ଜଣାଇଛନ୍ତି ।
ଭୁବନେଶ୍ୱର (କେନ୍ୟୁଜ): ଯୁକ୍ତ ତିନି ନାମ ଲେଖା ପାଇଁ ଜୁନ୍ ପ୍ରଥମ ସପ୍ତାହରୁ କରିପାରିବେ ଆବେଦନ । ଅନଲାଇନ୍ ଜରିଆରେ…
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…