ନିଯୁକ୍ତି

ଇଂଜିନିୟରିଂ କରିଥିଲେ Gail ରେ ତୁରନ୍ତ କରନ୍ତୁ ଆବେଦନ, ୧୦ ଏପ୍ରିଲ ଶେଷ ତାରିଖ

ଗେଲ୍‌ ଇଣ୍ଡିଆରେ ଚାକିରି ସୁଯୋଗ । ଏଠାରେ ଅଲଗା ଅଲଗା ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୩ ରହିଛି । ଏଥିପାଇଁ ଗେଲ ଇଣ୍ଡିଆର ଅଫିସିଆଲ ୱେବସାଇଟ gailgas.com କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୦ ମାର୍ଚ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ୧୦ ଏପ୍ରିଲ ୨୦୨୩ ରହିଛି ।

ପଦବୀ ବିବରଣୀ : ୧୨୦

ସିନିଅର ଆସୋସିଏଟ୍‌(ଟେକ୍ନିକାଲ): ୭୨
ସିନିଅର ଆେସୋସିଏଟ୍‌ (ଫାୟର ଆଣ୍ଡ ସେଫ୍ଟି) : ୧୨
ସିନିଅର ଆସୋସିଏଟ୍‌(ମାର୍କେଟିଂ) : ୬
ସିନିଅର ଆସୋସିଏଟ୍‌ (ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ) : ୬
ସିନିଅର ଆଦୋସିଏଟ୍‌(କମ୍ପାନୀ ସେକ୍ରେଟାରୀ) : ୨
ସିନିଅର ଆସୋସିଏଟ୍‌(ଏଚଆର) : ୬
ଜୁନିଅର ଆସୋସିଏଟ୍‌(ଟେକ୍ନିକାଲ) : ୧୬

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ଆବେଦନ କରିବା ପାଇଁ ଇଂଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ ।

ଦରମା : ମାସିକ ୬୦, ୦୦୦ ଟଙ୍କା ଏବଂ ଜୁନିଅର ଆସୋସିଏଟ୍‌ ପାଇଁ ୪୦ ହଜାର ଟଙ୍କା ପ୍ରତି ମାସକୁ ମିଳିବ ।

ଆବେଦନ ଶୁଳ୍କ : ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ଏବଂ PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ: 

https://gailgas.com/careers/careers-in

https://gailgaspdfdownloads.s3.ap-south-1.amazonaws.com/DetailedAdvtor+FTE+GAIL+Gas+Ltd+01-03-2023-Final.pdf

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago