ଇଂଜିନିୟରିଂ କରିଥିଲେ Gail ରେ ତୁରନ୍ତ କରନ୍ତୁ ଆବେଦନ, ୧୦ ଏପ୍ରିଲ ଶେଷ ତାରିଖ
ଗେଲ୍ ଇଣ୍ଡିଆରେ ଖାଲିପଡିଛି ଆସୋସିଏଟ୍ ପଦବୀ । ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୩ ରହିଛି ।

ଗେଲ୍ ଇଣ୍ଡିଆରେ ଚାକିରି ସୁଯୋଗ । ଏଠାରେ ଅଲଗା ଅଲଗା ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ଏପ୍ରିଲ ୨୦୨୩ ରହିଛି । ଏଥିପାଇଁ ଗେଲ ଇଣ୍ଡିଆର ଅଫିସିଆଲ ୱେବସାଇଟ gailgas.com କୁ ଯାଇ ଆବେଦନ କରିପାରିବେ ।
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୦ ମାର୍ଚ ୨୦୨୩ରୁ ଆରମ୍ଭ ହୋଇଥିବା ବେଳେ ୧୦ ଏପ୍ରିଲ ୨୦୨୩ ରହିଛି ।
ପଦବୀ ବିବରଣୀ : ୧୨୦
ସିନିଅର ଆସୋସିଏଟ୍(ଟେକ୍ନିକାଲ): ୭୨
ସିନିଅର ଆେସୋସିଏଟ୍ (ଫାୟର ଆଣ୍ଡ ସେଫ୍ଟି) : ୧୨
ସିନିଅର ଆସୋସିଏଟ୍(ମାର୍କେଟିଂ) : ୬
ସିନିଅର ଆସୋସିଏଟ୍ (ଫାଇନାନ୍ସ ଆଣ୍ଡ ଆକାଉଣ୍ଟସ) : ୬
ସିନିଅର ଆଦୋସିଏଟ୍(କମ୍ପାନୀ ସେକ୍ରେଟାରୀ) : ୨
ସିନିଅର ଆସୋସିଏଟ୍(ଏଚଆର) : ୬
ଜୁନିଅର ଆସୋସିଏଟ୍(ଟେକ୍ନିକାଲ) : ୧୬
ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ଆବେଦନ କରିବା ପାଇଁ ଇଂଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ ।
ଦରମା : ମାସିକ ୬୦, ୦୦୦ ଟଙ୍କା ଏବଂ ଜୁନିଅର ଆସୋସିଏଟ୍ ପାଇଁ ୪୦ ହଜାର ଟଙ୍କା ପ୍ରତି ମାସକୁ ମିଳିବ ।
ଆବେଦନ ଶୁଳ୍କ : ଜେନେରାଲ, EWS ଏବଂ ଓବିସି ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି ଏବଂ ଜନଜାତି ଏବଂ PWD ପ୍ରାର୍ଥୀ କୌଣସି ଶୁଳ୍କ ଦେବେ ନାହିଁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ: